ଡ୍ରେନରେ ଭାସି ଯାଇଥିବା ନାବାଳକ ଉଦ୍ଧାର: କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

447

କନକ ବ୍ୟୁରୋ: ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଉଦ୍ଧାର ପରେ ନାବାଳକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟୁନିଟ-୩ ମସଜିଦ ପାଖରୁ ଭାସିଯାଇଥିବା ନାବାଳକ ଭାସିଯାଇଥିବା ସୂଚନା ମିଳିଥିଲା । ଲକ୍ଷ୍ମୀ ସାଗର ପର୍ଯ୍ୟନ୍ତ ଖୋଜାଖୋଜି କରୁଥିଲେ ପରିବାର ଲୋକ । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ପରେ ଓସ୍କାର ସିଟି ପାଖରୁ ନାବାଳକୁ ଉଦ୍ଧାର କରାଯାଇଛି ।