Daily Archives

October 18, 2022

ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା, ପୋଲିସ ବେଶରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ । ସତର୍କ କରାଇଲା…

କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି । ଗୁଇନ୍ଦା ବିଭାଗ ଅନୁଯାୟୀ, ପାକିସ୍ତାନର ଆଇଏସଆଇ ଟାର୍ଗେଟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆତଙ୍କବାଦୀଙ୍କ ଜରିଆରେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ମୋଦୀଙ୍କ…

ଆଇଆରସିଟିସି ଦୁର୍ନୀତିରେ ତେଜସ୍ୱୀଙ୍କୁ ମିଳିଲା ଆଶ୍ୱସ୍ତି। ଚେତାବନୀ ଦେଇ ଛାଡିଲେ ସ୍ୱତନ୍ତ୍ର କୋର୍ଟ।

କନକ ବ୍ୟୁରୋ: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଆଇଆରସିଟିସି ଦୁର୍ନୀତିରେ ବଡ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ଜାମିନରେ ଅଛନ୍ତି ତେଜସ୍ୱୀ । ତାଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଅପିଲ କରିଥିଲା । ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ,…

କେନ୍ଦ୍ର ସରକାରଙ୍କ କୃଷକଙ୍କୁ ବଡ ଉପହାର, ୬ ଫସଲର ଏମଏସପି ବୃଦ୍ଧି କଲେ ସରକାର

କନକ ବ୍ୟୁରୋ: କେନ୍ଦ୍ର ସରକାର କୃଷକଙ୍କୁ ଖୁସି ଖବର ଦେଇଛନ୍ତି । ୬ଟି ଫସଲ ପାଇଁ ନୂଆ ଏମଏସପି ନିର୍ଦ୍ଧାରଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ଆଗାମୀ ରବି ଋତୁ ୨୦୨୩-୨୪ ପାଇଁ ରବି ଫସଲର ଏମଏସପିକୁ ମଞ୍ଜୁରୀ ଦେଇଛନ୍ତି ।…

ସରିଲା ଗାଙ୍ଗୁଲିଙ୍କ ଯୁଗ: ରୋଜର ବିନ୍ନି ହେଲେ ବିସିସିଆଇର ନୂଆ ସଭାପତି

କନକ ବ୍ୟୁରୋ: ରୋଜର ବିନ୍ନି ହେଲେ ବିସିସିଆଇ ସଭାପତି । ଆଜି ବିନ୍ନିଙ୍କ ସଭାପତି ପଦରେ ଲାଗିଲା ମୋହର । ଆଜି ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଲେ ବିନ୍ନି ।…

ସମ୍ଭାବ୍ୟ ବାତ୍ୟା : ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ବଡ ସୂଚନା; ୨୩ରେ ସୃଷ୍ଟି ହେବ ସାଇକ୍ଲୋନିକ୍ ଷ୍ଟର୍ମ

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଶରତ ସାହୁ । ୨୩ ତାରିଖରେ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବା କହିଛନ୍ତି ଶରତ ସାହୁ । ବାତ୍ୟାକୁ ନେଇ ସମୁଦ୍ରରେ ପରିବେଶ ଅନୁକୂଳ ରହିଛି । ଆଉ ଏହା ପ୍ରଭାବରେ ୨୩ରେ ସ୍ୱଳ୍ପ ୨୪ ଓ…

ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ : ବହିପାରେ ୪୫ରୁ ୫୫ କିମି ବେଗରେ ପବନ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର…

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ । ୨୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ପାଇଁ ମତ୍ସ୍ୟାଜାବୀଙ୍କୁ ବାରଣ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମୁଦ୍ର ନ ଯିବାକୁ ପରାମର୍ଶ…