Daily Archives

October 8, 2022

ପୁଣି ବିହାରରେ ପିକେ ଓ ନୀତିଶ କୁମାରଙ୍କ ବୟାନବାଜି, ନୀତିଶ କହିଲେ ବିଜେପି ପାଇଁ କାମ କରୁଛନ୍ତି ପିକେ

କନକ ବ୍ୟୁରୋ : ବିହାରରେ ଏବେ ନୀତିଶ କୁମାରଙ୍କୁ ଗୋଟିଏ ପଟେ ବିଜେପି ଟାର୍ଗେଟ୍ କରୁଛି ତ ଅନ୍ୟପଟେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ବା ପିକେ ଟାର୍ଗେଟ୍ କରୁଛନ୍ତି । ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି…

ସଫଳତାକୁ ଅଟକାଇ ପାରିଲାନି ଅଭାବ ଅନଟନ: ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଗାଁ ପିଲା

କନକ ବ୍ୟୁରୋ: ଓଡିଶା ପ୍ରଶାସନିକ ସେବା ବା ଓଏଏସର ପରୀକ୍ଷାରେ ଏଭଳି କିଛି ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଅଦ୍ୟମ ଇଚ୍ଛା ଓ ନିଷ୍ଠା ବଳରେ ସେମାନେ ସଫଳତା ପାଇଛନ୍ତି । ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା ପଦ୍ମପୁରର ପ୍ରାଚୁର୍ଯ୍ୟ…

ତୈଳ ଆମଦାନୀକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ, ଋଷ ଠାରୁ ତୈଳ କିଣିବାକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ଏକଥା ସ୍ପଷ୍ଟ କରିଛନ୍ତି କି ଭାରତ ସରକାର ନିଜ ଦେଶବାସୀଙ୍କୁ ଇନ୍ଧନ ଯୋଗାଇବାକୁ ଏକ ନୈତିକ କର୍ତବ୍ୟ ଭାବନ୍ତି । ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ରୁଷଠୁ ତେଲ କିଣିବା…

ଗୁଜରାଟରେ ଆପ୍ ଓ ବିଜେପିର ହୋଡିଂ ଯୁଦ୍ଧ, ବିଜେପି ଲଗାଇଲା ଆପ୍ ଚିରିଲା

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି । ଗତକାଲି ଆପ୍ ବିଧାୟକ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ହିନ୍ଦୁ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଆଜି ଗୁଜରାଟରେ ଏହାର ପ୍ରତିଫଳନ ଦେଖିବାକୁ…

ବୟାନକୁ ନେଇ ଚର୍ଚ୍ଚାରେ ଆରଏସଏସ ମୁଖ୍ୟ, ଜାତିପ୍ରଥାକୁ ନେଇ ଦେଲେ ବଡ ବୟାନ

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ତଥା ଆରଏସଏସ ମୁଖ୍ୟ ମୋହନ ଭାଗବତ ପୁଣି ନିଜର ଏକ ବୟାନକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଶୁକ୍ରବାର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଗବତ ଏଭଳି ଏକ ବୟାନ ଦେଇଛନ୍ତି , ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ତର୍କ ବିର୍ତକ ।…

ବାୟୁସେନା ଦିବସରେ ଦମ ଦେଖାଇଲା ସେନା, ଉଚ୍ଚ ଆକାଶରେ ଗର୍ଜନ କଲା ଲଢୁଆ ବିମାନ

କନକ ବ୍ୟୁରୋ : ପ୍ରତିଷ୍ଠା ଦିବସରେ ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା । ଚଣ୍ଡିଗଡରେ ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାୟୁସେନାର ବିଭିନ୍ନ ଲଢୁଆ ବିମାନ ଉଚ୍ଚ ଆକାଶରେ ଚମକ୍ରାର ପରାକ୍ରମ ଦେଖାଇଛନ୍ତି । ସି-୧୭, ହକ-୧୩୨ର ଗ୍ଲୋବ ଫର୍ମେସନ, ରାଫେଲ,ସୁଖୋଇ ୩୨, ତେଜସର…