Daily Archives

September 4, 2022

ଯୋଡା ଅଞ୍ଚଳରେ ଜଙ୍ଗଲହ୍ରାସ ବଢାଇଲା ଚିନ୍ତା। ଚାରିଆଡେ ଧୂଳିଧୂଆଁମୟ ପରିବେଶ।

କନକ ବ୍ୟୁରୋ:  ପରିବେଶର ପରିବର୍ତ୍ତନ ଦେଖାଦେଇଛି । କେତେବେଳେ ଅତ୍ୟଧିକ ଗରମ ତ ଆଉ କେତେବେଳେ ଅତ୍ୟଧିକ ବର୍ଷାର ସାମ୍ନା କରୁଛି ମାନବ ସମାଜ । ଜଳବାୟୁରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ତେବେ ଜଳବାୟରେ ପରିବର୍ତ୍ତନ ପାଇଁ ମଧ୍ୟ ଅନେକ କାରଣ ରହିଛି । ଏହି କାରଣ ମଧ୍ୟରୁ…

ନ୍ୟୁଜ୍ ଲାଇଭ୍ ବେଳେ ମାଛି ଢୋକିଦେଲେ ଆଙ୍କର । ଭାଇରାଲ ହେଉଛି ଭିଡିଓ ।

କନକ ବ୍ୟୁରୋ: ଖବର ପରିବେଷଣ ବେଳେ ମାଛି ଢୋକିଦେଲେ ଆଙ୍କର । କାନାଡା ଗ୍ଲୋବାଲ ନ୍ୟୁଜ୍ ଚ୍ୟାନେଲ ଆଙ୍କର ଫରାହା ନାସେର ନ୍ୟୁଜ୍ ପଢିବା ସମୟରେ ତାଙ୍କୁ ଏପରି ଏକ ଘଟଣାର ସାମନା କରିବାକୁ ପଡିଛି । Sharing because we all need a laugh these days. Turns out it's not just…

ଦେଓଘର ଏୟାରପୋର୍ଟରେ ସୁରକ୍ଷା ତ୍ରୁଟିକୁ ନେଇ ବଡ଼ ବିବାଦ । ୭ ବିଜେପି ସାଂସଦଙ୍କ ନାଁରେ ମାମଲା ରୁଜୁ

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତି ଅସ୍ଥିରତା ଭିତରେ ଏବେ ବିଜେପି ନେତାଙ୍କ ଦାଦାଗିରୀ ଘଟଣା ପୁଣି ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଜୋର ଜବରଦସ୍ତି ବିମାନ ଉଡାଣ କରିବା ପାଇଁ ବିଜେପି ନେତା ଯେଉଁ ଭଳି ଢଙ୍ଗରେ ବିମାନବନ୍ଦର ଏଟିସି ରୁମରେ ଅନୁପ୍ରବେଶ କରିଛନ୍ତି । ବିମାନବନ୍ଦର ଅଧିକାରୀଙ୍କ…

ମୁମ୍ବାଇ ବିମାନ ବନ୍ଦରରେ ଅଜବ ଘଟଣା, ଯାତ୍ରୀଙ୍କ ପେଟରୁ ବାହାରିଲା ୧୩ କୋଟି ଟଙ୍କାର କୋକେନ

କନକ ବ୍ୟୁରୋ : ନିଶା ମାଫିଆମାନଙ୍କ କାରନାମା ବେଳେ ବେଳେ ଆପଣଙ୍କୁ ଚକିତ କରିଥାଏ । କେତେବେଳେ ନିଶା ବେପାରୀମାନେ ଖାଦ୍ୟ ସାମଗ୍ରୀ ବୋଝେଇ ଗାଡିରେ ନିଶା କାରବାର କରିଥାନ୍ତି ତ କେତେବେଳେ କାଠ ଗାଡିରେ । ହେଲେ ଏବେ ମୁମ୍ବାଇ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ପେଟ ଭିତରୁ ୧୩ କୋଟି ଟଙ୍କାର…

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ, ବିଜେଡିର ଜବାବ: ପଢନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ?

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ଜବାବ ଦେଇଛି ବିଜେଡି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ କଥା କଥାକେ ଗୁଜାରଟ ମଡେଲ କୁହେ । ଓଡିଶା ଆସି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବାବଦରେ…

ସ୍ୱାମୀଙ୍କୁ ଝୁରି ଝୁରି ସ୍ତ୍ରୀ ଆଖିରୁ ସୁଖୁନି ଲୁହ: ସ୍ୱାମୀଙ୍କୁ ଅଜଗର ଗିଳିଦେଇଥିବା ନେଇ ଚର୍ଚ୍ଚା

କନକ ବ୍ୟୁରୋ: ୭ ଦିନ ହେଲା ନିଖୋଜ ସ୍ୱାମୀଙ୍କ ମିଳୁନି ପତା । ସ୍ୱାମୀଙ୍କୁ ଝୁରି ଝୁରି ସ୍ତ୍ରୀ ଆଖିରୁ ଲୁହ ସୁଖୁନି । ଚର୍ଚ୍ଚା ହେଉଛି କଟକ ଡ଼ମପଡ଼ା-ଚନ୍ଦକା ଅଭୟାରଣ୍ୟରେ ସ୍ୱାମୀଙ୍କୁ ଅଜଗର ଗିଳି ଦେଇଛି । ଜଙ୍ଗଲ ଭିତରେ ଯେଉଁଠି ଅଜଗର ଶୋଇଛି ସେଠାରୁ ମାତ୍ର ୭ଶହ କି ୮୦୦ ମିଟର ଦୂରରୁ…