କନକ ବ୍ୟୁରୋ: ଖବର ପରିବେଷଣ ବେଳେ ମାଛି ଢୋକିଦେଲେ ଆଙ୍କର । କାନାଡା ଗ୍ଲୋବାଲ ନ୍ୟୁଜ୍ ଚ୍ୟାନେଲ ଆଙ୍କର ଫରାହା ନାସେର ନ୍ୟୁଜ୍ ପଢିବା ସମୟରେ ତାଙ୍କୁ ଏପରି ଏକ ଘଟଣାର ସାମନା କରିବାକୁ ପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Sharing because we all need a laugh these days. Turns out it’s not just @fordnation, I swallowed a fly on air today.
(Very much a first world problem given the story I’m introducing). pic.twitter.com/Qx5YyAeQed
— Farah Nasser (@FarahNasser) August 29, 2022
ମଙ୍ଗଳବାର ନାସେର ପାକିସ୍ତାନ ବନ୍ୟା ସମ୍ପର୍କିତ ଖବର ପରିବେଷଣ କରିବା ସମୟରେ ତାଙ୍କ ପାଟିରେ ମାଛି ପଶିଯାଇଥିଲା । ଏଭଳି ସମୟରେ ସାମାନ୍ୟ ହଡବଡେଇ ଯାଇଥିଲେ । ତାଙ୍କୁ କିଛି କ୍ଷଣ ଅଟକିବାକୁ ପଡିଥିଲା । ସବୁଠାରୁ ବଡକଥା ହେଲା ସେ ମାଛିକୁ ପାଟିରୁ ବାହାର ନକରି ବରଂ ଢୋକିଦେଇଥିଲେ ଏବଂ ଲଗାତାର ଖବର ପରିବେଷଣ କରିଥିଲେ । ଏଭଳି ଅପ୍ରୀତିକର ପରିସ୍ଥିତିକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରିଛନ୍ତି ଫରାହା ନାସେର ।