Daily Archives

August 19, 2022

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଜଣେ ମୃତ, ୩ ଗୁରୁତର।

କନକ ବ୍ୟୁରୋ: ବଜ୍ରଘାତ ନେଲା ଜୀବନ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଛି ଏଭଳି ଚିତ୍ର । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ନାହାଙ୍ଗ ପଞ୍ଚାୟତ ବାଲିପଡା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ବିଲରେ କାମ କରିବା ସମୟରେ ବିଜୁଳିମାଡ ଯୋଗୁଁ…

ବକେୟା ବିଲକୁ ନେଇ କଠୋର ହେଲା କେନ୍ଦ୍ର: ୧୩ ରାଜ୍ୟ ଉପରେ ଲାଗିଲା କଟକଣା

କନକ ବ୍ୟୁରୋ: ବିଦ୍ୟୁତ୍ ଉତ୍ପାଦନ ପାଇଁ ଲଗାଯାଇଥିବା ଜେନେରେଟର ଗୁଡିକର ବିଲ ପରିଶୋଧ ନ କରୁନଥିବା ରାଜ୍ୟଗୁଡିକ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରଛନ୍ତି କେନ୍ଦ୍ର ସରକାର । ବିଲ ବାକି ରଖିଥିବା ୧୩ ରାଜ୍ୟର ୨୭ ଟି ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ଉପରେ କଟକଣା ଲଗାଇଛନ୍ତି ମୋଦୀ ସରକାର ।…

ସ୍ତ୍ରୀଙ୍କ କାନଫୁଲ ବନ୍ଧାପକାଇ ଋଣରେ କରିଥିଲେ ପରିବା ଚାଷ। ଏବେ ପାଣିରେ ବୁଡିଛି ଅମଳ ହେବାକୁ ଥିବା ଫସଲ।

କନକ ବ୍ୟୁରୋ: ବନ୍ୟା ଆସି ଚାଷ ଉଜାଡି ଦେବା ପରେ ଅନେକ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ବାଙ୍କୀ ବରହମପୁର ଗାଁର ବେଣୁଧର ପଲେଇଙ୍କ କୋହଭରା କଥାକୁ ଦେଖନ୍ତୁ । ସ୍ତ୍ରୀଙ୍କ କାନଫୁଲ ବନ୍ଧାପକାଇ ୧୦ ହଜାର ଟଙ୍କା ଋଣ ଆଣି ପନିପରିବା ଚାଷ କରିଥିଲେ । ୪ ଏକର ଜମିରେ ବାଇଗଣ.…

ଡୋଲୋ-୬୫୦ ପାଇଁ ହଜାରେ କୋଟିର ଉପହାର: ଡାକ୍ତରଙ୍କୁ ଉପହାର ଦେଇଛି ଫାର୍ମା କମ୍ପାନୀ

କନକ ବ୍ୟୁରୋ: ଆପଣ ଯେଉଁ ଔଷଧ ଖାଉଛନ୍ତି ତା ଡାକ୍ତରଙ୍କ ରୋଗୀଙ୍କ ଆବଶ୍ୟକତା ପାଇଁ ମନରୁ ଲେଖୁଛନ୍ତି ନା ଉପହାର ପାଇଁ ତାହା ଏବେ ସନ୍ଦେହଘେରକୁ ଆସିଛି । ଆପଣଙ୍କ ମନେ ଥିବ କରୋନା ସମୟରେ ଟାବଲେଟ ଡୋଲୋ ୬୫୦କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ।ଜରରୁ ଉପଶମ ପାଇବା ପାଇଁ ଡାକ୍ତର ଏହି ଟାବଲେଟ…

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ: କେଜ୍ରିୱାଲ କହିଲେ କୌଣସି ରେଡ୍ ଆମକୁ ରୋକିପାରିବନି

କନକ ବ୍ୟୁରୋ: ଦିଲ୍ଲୀରେ ଅବକାରୀ ନୀତିରେ ଦୁର୍ନୀତି ହୋଇଛି । ଏହି ଅଭିଯୋଗରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ କରିଛି । ଆଉ ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି । ଏହି ରେଡ୍ ପୂର୍ବରୁ କିନ୍ତୁ ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ଶିକ୍ଷା ନୀତିକୁ ନେଇ…

ପାଣି ଖସୁଛି ହେଲେ ବଢୁଛି ଦୁର୍ଦ୍ଦଶା। ଏବେ ବି ପାଣି ଘେରରେ ପ୍ରଭାବିତ ଜିଲ୍ଲାର ଅନେକ ଗାଁ।

କନକ ବ୍ୟୁରୋ: ଯୁଆଡ଼େ ଚାହିଁବେ ଖାଲି ପାଣି ହିଁ ପାଣି  । ଏପରି ସ୍ଥିତି ପାଣି ଭିତରେ ଚାଲି ଚାଲି ବହୂ ଦୂର ବାହାରିଥିଲେ ଦୁଇ ଜଣ ବ୍ୟକ୍ତି  । ଘର ସେମାନଙ୍କର ଜଗତସିଂହପୁରର ବାଣେଶ୍ୱର ଗାଁ  । ଘରେ ପରିବାର ଲୋକଙ୍କ ଦେହ ଖରାପ  ।  ଫଳରେ ଜୀବନକୁ ବାଜି ଲଗାଇ ଔଷଧ ଆଣିବାକୁ ବନ୍ୟାଜଳ ଭର୍ତ୍ତି…