Daily Archives

August 10, 2022

ନାସା ଖୋଜିଲା ନୂଆ ଗ୍ରହ, ପୃଥିବୀ ଠାରୁ ୪ ଗୁଣା ବଡ଼ ଗ୍ରହ ସନ୍ଧାନ କରିଥିବା ଦାବି।

କନକ ବ୍ୟୁରୋ: ବେଳେ ବେଳେ ମନରେ ପ୍ରଶ୍ନ ଆସେ ଯେ ପୃଥିବୀ ବ୍ୟତୀତ ଦୁନିଆର ଆଉ କେଉଁଠି ଜୀବନ ଅଛି କି? ଏହି ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କ ପାଖରେ ନାହିଁ । ସେମାନଙ୍କ ପାଖରେ କେବଳ ଏ ସମ୍ବନ୍ଧିତ ଥିଓରୀ ଅଛି । କିନ୍ତୁ ଏବେ ପୃଥିବୀ ଭଳି ଏକ ଗ୍ରହର ସନ୍ଧାନ ହୋଇଥିବା ଦାବି କରିଛି ଆମେରିକା…

କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ। ଯେତେ ବି କଳା ଯାଦୁ କରନ୍ତୁ ,ଲୋକ ବିଶ୍ୱାସ କରିବେ ନାହିଁ …

କନକ ବ୍ୟୁରୋ: ସେମାନେ ଯେତେ ବି କଳା ଯାଦୁ କରନ୍ତୁ, ଲୋକ ବିଶ୍ୱାସ କରିବେ ନାହିଁ  । ପୂର୍ବରୁ କଂଗ୍ରେସ ନେତାଙ୍କ କଳାର ରଙ୍ଗର ପୋଷାକ ପିନ୍ଧି କରିଥିବା ବିରୋଧ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାରଙ୍କ ବିରୋଧରେ କଂଗ୍ରେସର କଳା ପୋଷାକ ପିନ୍ଧି ବିରୋଧରେ…

ରାଜନୀତିର ‘ପଲଟୁରାମ୍’ ନୀତିଶ! ପଢନ୍ତୁ ନୀତିଶଙ୍କ ରାଜନୈତିକ କ୍ୟାରିୟର…

କନକ ବ୍ୟୁରୋ: ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ନାଁରେ ଯୋଡା ହେଲା ଆଉ ଏକ ନୂଆ ଅଧ୍ୟାୟ । ଥରେ କି ଦୁଇ ଥର ନୁହେଁ ପୂରା ୮ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର । କେନ୍ଦ୍ର ସରକାରରେ ମନ୍ତ୍ରୀ ରହିବା ଠାରୁ ଆରମ୍ଭ କରି ବିହାରରେ ମୁଖ୍ୟମନ୍ତ୍ରୀ ପଦ ଯାଏଁ ସେ ଏକାଧିକ ଥର ଶପଥ…

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅତ୍ୟାଚାର: ପ୍ଲାଷ୍ଟିକ ପାଇପରେ ପିଟିଲେ ମାଲିକ, ଚପଲ ଖୋଲି ପାଦ ଚଟାଇଲେ…

କନକ ବ୍ୟୁରୋ: ନିଶା ଛଡାଇବା ନାଁରେ ବାରିପଦା ତୁଳସୀପୁର ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରର ମାଲିକ ଅବନୀ ପତି ନିଶାଗ୍ରସ୍ତ ହୋଇ ଜଣେ ଦିବ୍ୟାଙ୍ଗ ଓ ଅନ୍ୟ ଅନ୍ତେବାସୀଙ୍କୁ ନିଧୁମ ପିଟୁଥିବାର ଭିଜୁଆଲ ଏବେ ଭାଇରାଲ…

ବଦଳିଛି ବିହାରର ରାଜନୀତି। ନୈତିକତାର ପାଠପଢାଇଲେ ପ୍ରଶାନ୍ତ କିଶୋର। 

କନକ ବ୍ୟୁରୋ: ବଦଳିଛି ବିହାରର ରାଜନୀତି । ବହୁ ଡ଼୍ରାମା ହାଇଡ଼୍ରାମା ପରେ ଏକ ଦୃଷ୍ଟାନ୍ତମୂଳକ ଫଇସଲାରେ ବିହାର ରାଜନୀତି ପହଞ୍ଚିଛି । ନୀତିଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ହେବ । ଆଉ ଏହାରି ମଧ୍ୟରେ ବିହାରର ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ରାଜନୈତିକ ରଣନୀତିଜ୍ଞ  ପ୍ରଶାନ୍ତ…

ବିହାରରେ ନୂଆ ରୂପରେ ଆସିଲା ନୀତିଶ ସରକାର। ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ।

କନକ ବ୍ୟୁରୋ: ଅଷ୍ଟମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ନୀତିଶଙ୍କୁ ଗୋପନୀୟତାରେ ଶପଥ ପାଠ କରାଇଛନ୍ତି । ୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ଶପଥ ନେଲେ ନୀତୀଶ କୁମାର । ରାଜ୍ୟର ଉପମୁଖ୍ୟମନ୍ତ୍ରୀଭାବେ ତେଜସ୍ୱୀ ଯାଦବ ମଧ୍ୟ…