Daily Archives

August 4, 2022

ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ରେଡ୍ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଚଢ଼ାଉ ।

କନକ ବ୍ୟୁରୋ: ରାଜ୍ୟରେ ଇଡି ପରେ ସକ୍ରିୟ ହେଲା ସିବିଆଇ  । ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ କଟକ ଘର ଓ ଅଫିସରେ ରେଡ୍ । ପାରାଦୀପର ଓଏସଏଲ୍ ଅଫିସ, ପାରାଦ୍ୱୀପ ବନ୍ଦରର ଗେଷ୍ଟହାଉସ ଓ ଏକ ଅଫିସରେ ସିବିଆଇର ଟିମ୍ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ…

ଡିପିରେ ତ୍ରିରଙ୍ଗା ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ତେଜିଲା ବିବାଦ। କଂଗ୍ରେସ ନେତା ରଖିଲେ ଜବାହରଲାଲ ନେହରୁ…

କନକ ବ୍ୟୁରୋ: ସୋସିଆଲ ମିଡିଆ ଡିପି ବା ଡିସପ୍ଲେ ପିକଚରରେ ତ୍ରିରଙ୍ଗା ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଆହ୍ୱାନ ପରେ ମୁଣ୍ଡ ଟେକିଛି ନୂଆ ବିବାଦ ।ପ୍ରଧାନମନ୍ତ୍ରୀଙ୍କ ସମେତ ସରକାର ସହ ଜଡିତ ଲୋକ ନିଜ ଡିପିରେ ତ୍ରିରଙ୍ଗା ରଖିଥିବାବେଳେ କଂଗ୍ରେସ ନେତାମାନେ ନିଜ ଢ଼ଙ୍ଗରେ…

ତାଇୱାନକୁ ଆକ୍ରମଣ କରିବ କି ଚୀନ୍? ବଡ଼ ରିସ୍କ ନେବାକୁ ଚାହିଁବେ କି ଜିନପିଙ୍ଗ ପଢନ୍ତୁ …

କନକ ବ୍ୟୁରୋ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ । ଜିନପିଙ୍ଗ ପଣ କରିଛନ୍ତିି ତାଇୱାନକୁ ଚୀନରେ ମିଶାଇବାକୁ ସେ ସବୁ କିଛି କରିବେ । ଏନେଇ ସେ ଏକାଧିକ ବାର ନିଜ ଭାଷଣରେ ମଧ୍ୟ କହିଛନ୍ତି । ସେପଟେ ତାଇୱାନ ରାଷ୍ଟ୍ରପତି କହିଛନ୍ତି ଯେ, ସାର୍ବଭମତ୍ୱ…

ଉତ୍ତେଜନା ବଢ଼ାଇଲା ବେଜିଂ । ସାମ୍ନାକୁ ଆସିଲା ଚୀନ ଯୁଦ୍ଧାଭ୍ୟାସର ଭୟାନକ ଚିତ୍ର । ତାଇୱାନର ସମୁଦ୍ର ଉପକୂଳରେ ମାଡ କଲା…

କନକ ବ୍ୟୁରୋ: ମୁହାଁମୁହିଁ ସ୍ଥିତିରେ ଚୀନ୍ ଓ ତାଇୱାନ । ତାଇୱାନକୁ ଜଳ, ସ୍ଥଳ ଓ ଆକାଶ ପଥରେ ଘେରିବା ପାଇଁ ପ୍ରସ୍ତୁତି ଚଳାଇଛି ବେଜିଂ । ଚୀନ୍ ସରକାରର ମୁଖପତ୍ର ବୋଲାଉଥିବା ଗ୍ଲୋବାଲ ଟାଇମ୍ସ, ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲଏର ଯୁଦ୍ଧାଭ୍ୟାସର କିଛି ଦୃଶ୍ୟ ଜାରି କରିଛି । ତାଇୱାନ…

ସାମାନ୍ୟ ବଚସାରୁ ମାଆ-ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ଦେଲା ଜହ୍ଲାଦ ଡ୍ରାଇଭର । ଦୁର୍ଘଟଣାର ରୂପ ଦେବା ପାଇଁ ରଚିଥିଲା…

କନକ ବ୍ୟୁରୋ: ପ୍ରତିହିଂସା ଓ ପ୍ରତିଶୋଧ ପାଇଁ ମାଆ-ଝିଅଙ୍କ ଜୀବନ ଯାଇଛି । ଟ୍ରକ ଚଢ଼ାଇ ସେମାନଙ୍କୁ ହତ୍ୟା କରିଛି ଟ୍ରକ ଡ୍ରାଇଭର । ସାଇଡ୍ ମାରିବା ଓ ରାସ୍ତାରେ ଅଶ୍ଳୀଳ ଇଙ୍ଗିତ ଦେବା ପରେ ଯେତେବେଳେ ମାଆ-ଝିଅ ଏହାର ପ୍ରତିବାଦ କଲେ ଏବଂ ରାସ୍ତାରେ ମାଡ଼ ମାରିଲେ, ତାକୁ ଗ୍ରହଣ କରିପାରିନଥିଲା…

ସରକାର ଲଗାଇଲେ ୫ ପ୍ରତିଶତ ଜିଏସଟି, କମ୍ପାନୀ ବଢାଇଦେଲା ୫୦ ପ୍ରତିଶତ ଦାମ । ଏବେ ୧୦ ଟଙ୍କାର ପ୍ୟାକେଟ ଦହିକୁ ୧୫…

କନକ ବ୍ୟୁରୋ : ସରକାର ଯେତେବେଳେ ପ୍ୟାକେଟ ଦୁଗ୍ଧ ଜାତୀୟ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲଗାଇଲେ ଏହାପରେ ଉତ୍ପାଦନକାରୀ କମ୍ପାନୀ ମାନେ ସେମାନଙ୍କ ମନଇଚ୍ଛା ଦରବୃଦ୍ଧି କରିବାରେ ଲାଗିପଡିଲେ । ଆପଣ କେବେ ଆଶା କରିଥିଲେ କି ୧୦ ଟଙ୍କାର ପ୍ୟାକେଟ ଦହି ଏବେ ୧୫ ଟଙ୍କାରେ ବିକ୍ରି ହେବ…