ବିଦାୟ ନେଉଛନ୍ତି ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି: ବିଦାୟ ସମ୍ବର୍ଦ୍ଧନା ପାଇଁ ରାଷ୍ଟ୍ରପତି ଭବନରେ ପହଂଚିଲେ ପ୍ରଧାନମନ୍ତ୍ରୀ

378

କନକ ବ୍ୟୁରୋ: ସରି ଆସୁଛି ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଏହାପୂର୍ବରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଦାୟୀ ସମ୍ବର୍ଦ୍ଧନା ଦେଉଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରର କ୍ୟାବିନେଟ ମନ୍ତ୍ରୀ । ଏଥିସହ ନବ ନିର୍ବାଚିତ ରାଷ୍ଟ୍ରପତି ସାମିଲ ହୋଇଛନ୍ତି ।ପାର୍ଲାମେଂଟ ସେଂଟ୍ରାଲ ହଲରେ ୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।