Daily Archives

July 17, 2022

‘ମେକ୍ ଇନ୍ ଓଡ଼ିଶା’ କେତେ ସଫଳ? ଆଂଶିକ ବା ପୂର୍ଣ୍ଣକାର୍ଯ୍ୟକ୍ଷମ ହୋଇଛି ମାତ୍ର ୫% ବଡ଼ ପ୍ରକଳ୍ପ!

କନକ ବ୍ୟୁରୋ: ୨୦୧୪ରେ ଆରମ୍ଭ ହେଲା ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ । ଆଉ ତାର ଦୁଇ ବର୍ଷ ପରେ ୨୦୧୬ରେ ଓଡ଼ିଶା ସରକାର ବି ଆରମ୍ଭ କଲେ “ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ । ଲକ୍ଷ୍ୟ ଥିଲା ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ଆଉ ନିଯୁକ୍ତି ଦେବା । ୨୦୧୬, ୨୦୧୮ରେ ଦୁଇଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ…

ରକ୍ତଦାନ କରିବାକୁ ଆସିଲେ, କିନ୍ତୁ ରକ୍ତ ନଦେଇ ଫଟୋ ଉଠାଇ ଚାଲିଗଲେ । ଢେଙ୍କାନାଳ ବିଜେଡି ଛାତ୍ର ନେତାଙ୍କ ରକ୍ତଦାନ…

କନକ ବ୍ୟୁରୋ: ରକ୍ତଦାନ କରିବା ଭଳି ପୋଜ୍ ଦେଇ ଫଟୋ ଉଠାଇଲେ କିନ୍ତୁ ରକ୍ତ ଦେଲେ ନାହିଁ । ନେତାଙ୍କ ମନ ଜିଣିବା ପାଇଁ ଛାତ୍ର ନେତାଙ୍କ ଏଭଳି କାରନାମା ଏବେ ପଦାରେ ପଡିଛି । ଢେଙ୍କାନାଳରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଅବସରରେ ଆୟୋଜିତ ରକ୍ତ ଦାନ ଶିବିରରେ ଏଭଳି…

ଧନଖଡଙ୍କୁ ସମର୍ଥନ ଦେବ ବିଜେଡି। ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହୋଇଛନ୍ତି ଜଗଦୀପ ଧନଖଡ। 

କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରେ ଧନଖଡଙ୍କୁ ବିଜେଡିର ସମର୍ଥନ । ଜଗଦୀପ ଧନକଡଙ୍କୁ ସମର୍ଥନ ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ବିଜେଡି ସମର୍ଥନ ଘୋଷଣା କରିଛି । ନାମାଙ୍କନ ଦାଖଲ ବେଳେ…

ଓଡିଶାର ସୀମାନ୍ତ ଗାଁକୁ ଦୁଃଖ ଆଣିଦେଲା ପଡୋଶୀର ପ୍ରକଳ୍ପ । ମୋଟୁ ବନ୍ୟା ପାଇଁ ଦାୟୀ ଆନ୍ଧ୍ରର ପୋଲାଭରମ

କନକ ବ୍ୟୁରୋ: ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି । ବନ୍ୟା ପାଣିରେ ମୋଟୁର ୭ଟି ଗାଁ ବୁଡିଯାଇଛି । ଜଳବନ୍ଦୀ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରଶାସନ ପକ୍ଷରୁ ରିଲିଫ୍ ବଣ୍ଟନ କରାଯାଉଛି । ବନ୍ୟା ସ୍ଥିତି ଏମିତି ହୋଇଛି…

ଉପରାଷ୍ଟ୍ରପତି ପଦ ଲାଗି ପାର୍ଥୀ ଘୋଷଣା କଲେ ମିଳିତ ବିରୋଧୀ ଦଳ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ବିରୋଧରେ ଲଢିବେ…

କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ଉଭୟ ଏନଡିଏ ଓ ୟୁପିଏ । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ୟୁପିଏ ପକ୍ଷରୁ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରିଛି । ଏନଡିଏର…

ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବାରୁ ଘରେ ଲାଗି ରହିଥିଲା କଳହ: ମାନସିକ ଚାପରେ ରହି ଝିଅ କରିଛି ଆତ୍ମହତ୍ୟା

କନକ ବ୍ୟୁରୋ: ଇନଷ୍ଟାଗ୍ରାମରେ ଶେଷ ରିଲ୍ ପୋଷ୍ଟ କରି ମହିଳାଙ୍କ ଆତ୍ମହତ୍ୟା । ମୃତ ମହିଳା ଜଣଙ୍କ ରିଲ୍ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରୁଥିଲେ ବୋଲି ଶାଶୁଘର ଲୋକ ନିର୍ଯାତନା ଦେଉଥିଲେ । ଶାଶୁଘରେ ବାରମ୍ବାର ଅଶାନ୍ତି ଲାଗି ରହୁଥିବାରୁ ମାନସିକ ଚାପରେ ରହୁଥିଲେ ମୃତ ଜୟନ୍ତୀ ପାତ୍ର । ଶେଷରେ…