Daily Archives

July 15, 2022

ସେନା କ୍ୟାମ୍ପରେ ଗଣ୍ଡଗୋଳ । ଜଣେ ଯବାନଙ୍କ ଗୁଳିରେ ଦୁଇ ଯବାନ ମୃତ

କନକ ବ୍ୟୁରୋ : ବାହ୍ୟ ଶତ୍ରୁ ନୁହଁନ୍ତି ବରଂ ନିଜ ନିଜ ଭିତରେ ଗଣ୍ଡଗୋଳ ଲାଗି ଜଣେ ଯବାନଙ୍କ ଗୁଳି ୨ ଯବାନଙ୍କ ଜୀବନ ଯାଇଛି । ସୂଚନା ମୁତାବକ ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲା ସୁରନକୋର୍ଟ ଆର୍ମି କ୍ୟାମ୍ପରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସକାଳ ୫.୩୦ ମିନିଟରେ କ୍ୟାମ୍ପରେ ଥିବା…

ସୁପ୍ରିମକୋର୍ଟ ବିଚାରପତିଙ୍କ ବଡ ବୟାନ । ଯଦି କୁନି କୁନି ପିଲା ସକାଳ ୭ଟାରୁ ସ୍କୁଲ ଯାଇପାରୁଛନ୍ତି, ତେବେ ଆମେ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଦେଖିବାକୁ ମିଳିଲା ଭିନ୍ନ ଏକ ଦୃଶ୍ୟ । ଶୁକ୍ରବାର ସୁପ୍ରିମକୋର୍ଟର ଏକ ବେଞ୍ଚ   ୧ ଘଣ୍ଟା ପୂର୍ବରୁ କାମ ଆରମ୍ଭ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ବେଞ୍ଚରେ ବିଚାରପତି ଥିବା ୟୁୟୁ ଲଳିତ କହିଛନ୍ତି, ଯଦି ଆମର ପିଲା ସକାଳ ୭ଟାରୁ ଉଠି…

ଲିଭ୍-ଇନ୍ ରିଲେସନସିପରେ ସମ୍ପର୍କ ଖରାପ ହେଲେ, ବଳାତ୍କାର ଅଭିଯୋଗ ହୋଇପାରିବନି : ସୁପ୍ରିମକୋର୍ଟ 

କନକ ବ୍ୟୁରୋ: ଯଦି ଦୁଇଜଣ ପୁଅ ଏବଂ ଝିଅ ଏକା ସାଙ୍ଗରେ ରହୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସମ୍ପର୍କ ଖରାପ ହେଉଛି, ତେବେ ସେହି ପୁଅ ବିରୋଧରେ ଝିଅ ଜଣକ ବଳାତ୍କାର ଅଭିଯୋଗ ଆଣିପାରିବେ ନାହିଁ । ସୁପ୍ରିମକୋର୍ଟ ପୁଣିଥରେ ଏପରି କିଛି କଥା ସାମ୍ନାକୁ ଆଣିଛନ୍ତି । ଅସଲ କଥା ହେଉଛି,…

ଏସସିବିରେ କିଡନୀ ପ୍ରତିରୋପଣ ବିଫଳତା, ରିପୋର୍ଟ ମାଗିଲେ ଡିଏମଇଟି । 

କନକ ବ୍ୟୁରୋ: ଏସସିବିରେ କିଡନୀ ପ୍ରତିରୋପଣ ବିଫଳତାକୁ ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ଡିଏମଇଟି । ଏସସିବି ଡିନ ଓ ସୁପରିଟେଣ୍ଡଙ୍କୁ ଚିଠି ଲେଖି ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି । ବୁଧବାର ଏସସିବି କାହିଁକି ସୁଧାଂଶୁଙ୍କ କିଡନୀ ପ୍ରତିରୋପଣ ହୋଇ ପାରିଲା ନାହିଁ ସେନେଇ ତୁରନ୍ତ ରିପୋର୍ଟ…

ଟ୍ରେନ୍ ଭିତରେ ଜଣେ ଯାତ୍ରୀଙ୍କୁ ଛୁରି ମାରିଲେ ଅନ୍ୟ ଜଣେ ଯାତ୍ରୀ । ଛୁରା ଆକ୍ରମଣରେ ଯାତ୍ରୀଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଚେନ୍ନାଇ-ହାୱଡା ମେଲ ଟ୍ରେନରେ ଅଘଟଣ । ଦୁଇ ଯାତ୍ରୀଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହେବା ସହିତ ପରେ ଏହି ଗଣ୍ଡଗୋଳ ହତ୍ୟାର ରୂପ ନେଇଛି । ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଅନ୍ୟ ଜଣେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ମୃତକ ଜଣକ ହେଲେ…

ନେଦରଲାଣ୍ଡରେ ‘ୱାର୍କ ଫ୍ରମ୍ ହୋମ୍’ ଅଧିକାର! ‘ୱାର୍କ ଫ୍ରମ୍ ହୋମ୍’ ପାଇଁ ତିଆରି ହେବ ଆଇନ।

କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ଲକଡାଉନ ବେଳେ କାମ କରିବାର ନୂଆ ମାଧ୍ୟମ ଆରମ୍ଭ ହୋଇଥିଲା ସାରା ବିଶ୍ୱରେ । ୱାର୍କ ଫ୍ରମ୍ ହୋମ୍ ବା ଘରୁ ରହି ଅଫିସ କାମ କରିବା । ଯେତେବେଳେ ଏହା ଆରମ୍ଭ ହେଲା ଅନେକ ଚ୍ୟାଲେଞ୍ଜର ସାମ୍ନାକରିବାକୁ ପଡିଥିଲା । ତେବେ ଶୀଘ୍ର ଏହାକୁ ଲୋକେ ଗ୍ରହଣ…