Daily Archives

July 10, 2022

ରୋପ ୱେ ରେ ଝୁଲି ରହିଲେ ବିଧାୟକ ସମେତ ୭୦ ଲୋକ, ଜାଣନ୍ତୁ କେମିତି ହେଲେ ଉଦ୍ଧାର

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଟେହରୀ ଠାରେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ୭୦ ଜଣ ଲୋକ । ଏଠାରେ ସୁରକଣ୍ଡା ମନ୍ଦିରକୁ ଯିବାକୁ ଥିବା ଏକମାତ୍ର ରୋପ ୱେ ଅଚାନକ ଖରାପ ହୋଇଯିବାରୁ ମଝି ଆକାଶରେ ଫଶି ଯାଇଥିଲେ ବିଧାୟକଙ୍କ ସମେତ ୭୦ ଜଣ ଲୋକ । ପାଖା ପାଖି ୪୫ ମିନିଟ ମୃତ୍ୟୁକୁ ପାଖରୁ…

ସୁନାବେଶକୁ ନେଇ ରହିଛି ଅନେକ ଲୋକକଥା। ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ପୂରା ତଥ୍ୟ ପଢନ୍ତୁ…

କନକ ବ୍ୟୁରୋ: ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଊକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ସୁନାବେଶକୁ ନେଇ ଅନେକ ଲୋକକଥା ମଧ୍ୟ ରହିଛି । ଲୋକ କଥା ଦେଖିଲେ ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ…

ବିଦ୍ରୋହୀଙ୍କୁ ଆଦିତ୍ୟ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ ସାହସ ଅଛି ତ ନିର୍ବାଚନ ଲଢ

କନକ ବ୍ୟୁରୋ : ଶିବସେନାର ବଦ୍ରୋହୀ ଗୋଷ୍ଠୀ ସରକାର ଗଠନ କରିବାରେ ସଫଳ ହୋଇଥିଲେ ବି ମହାରାଷ୍ଟ୍ର ରାଜନୀତିରେ ଏବେ ବି ଭରି ରହିଛି ଉଷ୍ମତା । ଏହି ଲଢେଇ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପର୍ଯ୍ୟନ୍ତ ସୀମିତ ଥିବା ବେଳେ ଏବେ ଏହା ଶିବସେନାର ସମ୍ମାନ ପର୍ଯ୍ୟନ୍ତ ଆସିଯାଇଛି ।…

ମହାପ୍ରଭୁଙ୍କୁ ଲାଗି ହୁଏ ମହଣ ମହଣ ସୁନା। କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ମହାପ୍ରଭୁ ପଢନ୍ତୁ…

କନକ ବ୍ୟୁରୋ: ସୁନାବେଶରେ ମହଣ ମହଣ ସୁନାରେ ମହାପ୍ରଭୁ ସୁସଜ୍ଜିତ ହୋଇଥାନ୍ତି । ତେବେ ଏତେ ସୁନାକୁ ନେଇ ଅନେକ ପୌରାଣିକ କଥା ଆଉ ତଥ୍ୟ ମଧ୍ୟ ରହିଛି । ତେବେ ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି…

ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ। ଥରେ ନୁହେଁ ବର୍ଷରେ ୫ ଥର ହୋଇଥାଏ ନୀତି। କେବେ ହୁଏ ପଢନ୍ତୁ…

କନକ ବ୍ୟୁରୋ: ଜଗତବାସୀଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ତେବେ କେବଳ ରଥ ଉପରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇନଥାନ୍ତି । ଅନ୍ୟ ସମୟରେ ମଧ୍ୟ ଚତୁର୍ଦ୍ଧାବିଗ୍ରହ ସୁନାବେଶର ସଜ୍ଜିତ ହୋଇଥାନ୍ତି । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା…

ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ।ମହଣ ମହଣ ସୁନାରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ।

କନକ ବ୍ୟୁରୋ: ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି…