Daily Archives

July 1, 2022

ଆଷାଢ଼ରେ ଫାଟିଲା ଭୂଇଁ। ଲୁଚକାଳି ଖେଳିଲା ମୌସୁମୀ, ନିଅଣ୍ଟିଆ ବର୍ଷାରେ ସରିଗଲା ଜୁନ୍।

କନକ ବ୍ୟୁରୋ: ଆରମ୍ଭରୁ ହିଁ ଲୁଚକାଳି ଖେଳୁଛି ମୌସୁମୀ । ନା ହେଲା ପ୍ରାକ୍ ମୌସୁମୀ ବର୍ଷା, ନା ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରେ ଭଲ ବର୍ଷା ହେଲା । ଏମିତି ଏମିତିରେ ସରିଗଲା ଜୁନ୍ । ପାଣିପାଗ ବିଭାଗର ତଥ୍ୟ କହୁଛି, ଓଡ଼ିଶାରେ ଜୁନ ମାସରେ ହୋଇଛି ମାତ୍ର ୧୩୧ ମିଲିମିଟର ବର୍ଷା । ଯାହା…

‘ଉଦୟପୁର ହିଂସା ପାଇଁ ନୂପୁର ଦାୟୀ’: ବର୍ଷିଲେ ସୁପ୍ରିମକୋର୍ଟ, କ୍ଷମା ମାଗିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପିରୁ ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ନୂପୁରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଉଦୟପୁର ହିଂସା ପାଇଁ ନୂପୁର ଶର୍ମା ହଁ ଦାୟୀ । ଯେଉଁଥିପାଇଁ ସାରା ଦେଶରେ…

ରଥଯାତ୍ରାର ଜନସମୁଦ୍ର ବଢାଇପାରେ କରୋନା ସଂକ୍ରମଣ। ଭକ୍ତଙ୍କ ମୁହଁର ନଥିଲା ମାସ୍କ।

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରଥାରୁଢ ଶ୍ରୀଜିଉଙ୍କୁ ଦେଖିବା ପାଇଁ ଯେଉଁ ଜନସମୁଦ୍ର ହୋଇଛି ଏହା କରୋନା ସଂକ୍ରମଣକୁ ବଢାଇବାର ଯଥେଷ୍ଟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରଥଯାତ୍ରା ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ । ଏଥିରେ ସମସ୍ତେ ଠିକଭାବେ ମାସ୍କ…

ସିନ୍ଦେ ସରକାରଙ୍କୁ ଶୁଭେଚ୍ଛା ଜଣାଇଥିଲେ ଉଦ୍ଧବ: ହେଲେ ବିଜେପି ବିରୋଧରେ କମୁନି ରାଗ

କନକ ବ୍ୟୁରୋ: ଜୁନ୍ ୩୦ ତାରିଖ, ମହାରାଷ୍ଟ୍ର ରାଜନୀତି ପାଇଁ ଥିଲା ଐତିହାସିକ ଦିନ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନାର ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ହେବା ପରଠାରୁ ସିନ୍ଦେଙ୍କ ବ୍ୟକ୍ତିଗତ ଓ ରାଜନୈତିକ କ୍ୟାରିୟରକୁ ନେଇ ସବୁଠି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ…

ମହାରାଷ୍ଟ୍ରରେ ଆରମ୍ଭ ହେଲା ସିନ୍ଦେ ଯୁଗ: ସେପଟେ ମାତୋଶ୍ରୀ ମୁକ୍ତ ହେଲା ଶିବସେନା

କନକ ବ୍ୟୁରୋ: କନକ ବ୍ୟୁରୋ: ମହାରାଷ୍ଟ୍ର ମହାନାଟକର ନାଟକୀୟ ଅବସାନ ଘଟିଛି । ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ନିଜେ…

ପାତାଳୀ ଶ୍ରୀକ୍ଷେତ୍ର, ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା। ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ।

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ରରେ ବି ପାଳିତ ହୋଇଛି ରଥଯାତ୍ରା । କୋଟସମଲାଇର ଛଳିଆ ପାହଡ଼ର ଶ୍ରୀମନ୍ଦିରରୁ ବାହାରିଥିଲା ତିନିଠାକୁର । ତେଣୁ ପ୍ରାୟ ୨୦୦ ଫୁଟ ତଳକୁ ଧାଡ଼ି ପହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ଼ ହୋଇଥିଲେ । ଘୋଷଯାତ୍ରା ଦେଖିବାକୁ ହଜାର ହଜାର…