Daily Archives

May 30, 2022

ଦେଶର ସର୍ବୋଚ୍ଚ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିଛନ୍ତି ଶ୍ରୁତି ଶର୍ମା, ଜାଣନ୍ତୁ କିପରି କରିଥିଲେ…

କନକ ବ୍ୟୁରୋ : ସଂଘ ଲୋକସେବା ଆୟୋଗ (ୟୁପିଏସସି) ତରଫରୁ ଆୟୋଜିତ ସିଭିଲ ସେବା ପରୀକ୍ଷା ୨୦୨୧ ର ଶେଷ ଫଳାଫଳ ଘୋଷଣା ହୋଇଛି । ଏହି ପରୀକ୍ଷାରେ ଶ୍ରୁତି ଶର୍ମା ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଏହାସହ ପ୍ରଥମ ୩ ଟି ସ୍ଥାନ କେବଳ ଝିଅମାନେ ଅକ୍ତିଆର କରି ଇିତିହାସ ରଚିଛନ୍ତି । ସେପଟେ ଯଦି…

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ : ନିର୍ବାଚନ ପରିଚାଳନା ପାଇଁ ପୋଲିଂ ବୁଥରେ ପହଞ୍ଚୁଛନ୍ତି ପୋଲିଂ କର୍ମଚାରୀ

କନକ ବ୍ୟୁରୋ : ଆସନ୍ତାକାଲି ବ୍ରଜରାଜନଗରର ଉପନିର୍ବାଚନ । ସକାଳ ୭ଟାରୁ ୨୭୯ଟି ବୁଥରେ ଭୋଟ ଦେବେ ଜନତା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀମାନେ ପହଞ୍ଚି ସାରିଲେଣି । ୫ଟି ପିଙ୍କ ବୁଥ ଓ ୩୦ଟି…

୨୦ ବର୍ଷ ହେବ ମାନସିକ ଅସୁସ୍ଥ ସ୍ତ୍ରୀ, ସବୁ ସେବା କରୁଛନ୍ତି ମାଲକାନଗିରିର ସତ୍ୟବାନ ।

କନକ ବ୍ୟୁରୋ: ଜନ୍ମ ଜନ୍ମାନ୍ତରର ସାଥି । ହାତ ଧରି ସାରା ଜୀବନ ବିତାଇବାର ନିଷ୍ପତି । ସେଥିପାଇଁ ତ ଯେତେବେଳେ ବୟସ ଗଢେ ସେତେବେଳେ ଭଲପାଇବା ଆହୁରି ବଢେ । ସାବିତ୍ରୀ ନିଜ ସ୍ୱାମୀର ଜୀବନ ଫେରି ପାଇବା ପାଇଁ ଯମ ସହ ଲଢେଇ କରିଥିଲେ । ଠିକ୍ ସେମିତି ଏକ ଖବର ଆଦିବାସୀ ଇଲାକାରୁ ଆସିଛି । ଏଠି…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି । ରାଜ୍ୟସଭା ପ୍ରାର୍ଥୀ ନେଇ ଆଦୌ ନିରାଶ ନାହିଁ : ପ୍ରସନ୍ନ ପାଟଶାଣୀ

କନକ ବ୍ୟୁରୋ : ଏଥର ବି ମିଳିଲାନି ରାଜ୍ୟସଭା ଟିକେଟ୍ । ଅନେକ ଆଶାୟୀ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟଶାଣୀ । ରାଜ୍ୟସଭା ଯିବା ନେଇ କେବେ ଆଶାୟୀ ନଥିବା କହିଛନ୍ତି ପ୍ରସନ୍ନ । ବରଂ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବେ…

ପିଚୁ ବଢ଼ାଉଛି ବିଷବଳୟ : ଘର ଓ ସରକାରୀ କ୍ୱାର୍ଟର୍ସ ଛାତ ମରାମତି ପାଇଁ ତରଳା ଯାଉଛି ପିଚୁ, ପରିବେଶବିତ୍ କଲେ ନାପସନ୍ଦ

କନକ ବ୍ୟୁରୋ : ଘରର ଛାତରୁ ପାଣି ନଗଳିବା ପାଇଁ ପିଚୁ ତରଳାଇ କରାଯାଉଛି ମରାମତି । ସରକାରୀ କ୍ୱାର୍ଟର ଛାତର ମରାମତି କରିବା ପାଇଁ ଏପରି ପଦ୍ଧତି ବ୍ୟହାର ହେଉଛି । ଯାହା ଦ୍ୱାରା ବାୟୁ ପ୍ରଦୂଷିତ ହେଉଛି । ବାୟୁ ପ୍ରଦୂଷଣ ବିପଦପୂର୍ଣ୍ଣ ସ୍ଥିତିରେ ରହୁଥିବା ବେଳେ ଖୋଲାରେ ପିଚୁ ତରଳାଇ ମରାମତି…

ରାକେଶ ଟିକାୟତଙ୍କ ଉପରେ କାଳିମାଡ । କର୍ଣ୍ଣାଟକରେ ସଭାବେଳେ କାଳିମାଡ ।

କନକ ବ୍ୟୁରୋ : କୃଷକ ନେତା ରାକେଶ ଟିକାୟତଙ୍କ ଉପରେ କାଳିମାଡ ହୋଇଛି । କର୍ଣ୍ଣାଟକରେ ତାଙ୍କ ଉପରକୁ କାଳି ଫୋପଡାଯାଇଛି । ସଭା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଏହାଭିତରେ ଟିକାୟତଙ୍କ ଉପରେ କାଳିମାଡ ହୋଇଥିଲା । ସେପଟେ ତାଙ୍କ ସହ ଉପସ୍ଥିତ ଥିବା ୟୁଦ୍ଧବୀର ସିଂହଙ୍କ…