Daily Archives

April 15, 2022

ଲାଲଗଡ଼ରେ ମୁଖ୍ୟ ଶାସନ ସଚିବ । ଗାଁ କୁ ଗାଁ ବୁଲି ଶୁଣିଲେ ଲୋକଙ୍କ ଅଭିଯୋଗ, ବିଭିନ୍ନ ପ୍ରକଳ୍ପର ସମୀକ୍ଷା ।

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ସମସ୍ୟା ଓ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନର ସମୀକ୍ଷା । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଭିତିଭୂମି ଠାରୁ ଆରମ୍ଭ କରି ପାନୀୟ ଜଳ ଯାଏଁ ଥିବା ସମସ୍ୟାର ସମାଧାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।…

ଆଇପିଏଲରେ ଖାତା ଖୋଲିପାରୁନି ମୁମ୍ବାଇ: ୫ଟି ମ୍ୟାଚ ଖେଳିବା ପରେ ଗୋଟିଏ ମ୍ୟାଚରେ ଜିତି ପାରିନି ମୁମ୍ବାଇ ଇଣ୍ଡିଆନ୍ସ

କନକ ବ୍ୟୁରୋ: ଚଳିତ ବର୍ଷ ଆଇପିଏଲରେ ନିରାଶ କରୁଛି ସର୍ବାଧିକ ଆଇପିଏଲ ଟ୍ରଫି ବିଜେତା ହୋଇଥିବା ମୁ୍ମ୍ବାଇ ଇଣ୍ଡିଆନ୍ସ ଦଳ । ପ୍ରଥମ ୫ଟି ମ୍ୟାଚ ପରାଜୟ ବରଣ କରି ଦଳ ଏକ ପ୍ରକାର ଫ୍ୟାନ୍ସ ମାନଙ୍କୁ ନିରାଶ କରିଛି । ତାରକା ଖଚିତ ଏହି ଦଳ କୈାଣସି ବିଭାଗରେ ବି ଭଲ ପ୍ରଦର୍ଶନ ଦେଇପାରିନାହିଁ ।…

୪ଫେରାକୁ ନେଇ ଚର୍ଚ୍ଚାରେ ରଣବୀର-ଆଲିଆ ଭଟ୍ଟ: ବିବାହ ବେଳେ ୭ବଦଳରେ ନେଲେ ୪ଫେରା   

କନକ ବ୍ୟୁରୋ: ୭ଫେରା ନୁହେଁ ୪ଫେରାରେ ସରିଲା ବିବାହ । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ଏନେଇ ସୂଚନା ଦେଇଛନ୍ତି ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ । ତେବେ କପୁର ପରିବାରର ପାରିବାରିକ ବ୍ରାହ୍ମଣଙ୍କ ପରାମର୍ଶ କ୍ରମେ ଏପରି ବିବାହ ହୋଇଥିବା ସେ…

ବିଗୁଡୁଛି ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ବଢୁଛି ଦାବି 

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି । ଆର୍ଥକ ମାନ୍ଦାବସ୍ତା ପାଇଁ ଶ୍ରୀଲଙ୍କାରେ ନବପର୍ଷ ପାଳନ ମଧ୍ୟ ଫିକା ପଡିଛି । ରାସ୍ତା କଡରେ ଟେଂଟ ଲଗାଇ ରାଜପକ୍ଷ ସରକାର ବିରୁଦ୍ଧରେ  ବିରୋଧ ପ୍ରଧର୍ଶନ କରୁଛନ୍ତି ଶ୍ରୀଲଙ୍କା ନାଗରୀକ । ସପେଟେ ବିରୋଧକୁ ସମର୍ଥନ…

ରାଜଧାନୀରେ ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ । ୪୦ଦିନ ପରେ ଗୁରୁବାର ୩୪୦ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ: ରାଜଧାନୀ ଦୀଲ୍ଲୀରେ ପୁଣି ଚିନ୍ତା ବଢାଇଲା କୋଭିଡ ସଂକ୍ରମଣ । ଏନେକ ଦିନର ବ୍ୟବଧାନ ପରେ ଏବେ ଦିଲ୍ଲୀରେ ପୁଣି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି । ଗୁରୁବାର ଦିଲ୍ଲୀରେ ୩୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ୪୦ ଦିନ ଭିତରେ ସବୁଠୁ ଅଧିକ…

ଫ୍ରି ଫାୟାର ଗେମ୍ ପାଇଁ ସାଙ୍ଗ ହୋଇଗଲେ ଶତ୍ରୁ । ନାବାଳକକୁ ନିର୍ମମ ଭାବେ ହତ୍ୟା କଲେ ଦୁଇ ସାଙ୍ଗ ।

କନକ ବ୍ୟୁରୋ : ମୋବାଇଲ ଗେମ ଫ୍ରି-ଫାୟାର ନିଶା କେତେ ଯେ ସାଂଘାତିକ । ତାହାର ଦୁଃଖଦ ପରିଣତି ଦେଖିବାକୁ ମିଳିଛି କୋରାପୁଟରେ । ଫ୍ରି-ଫାୟାର ଗେମ ଖେଳିବା ପାଇଁ ମୋବାଇଲ ନଦେବାରୁ ଜଣେ ୧୨ ବର୍ଷୀୟ ନାବାଳକକୁ ତାର ଦୁଇ ସାଙ୍ଗ ନିର୍ମମ ଭାବେ ହତ୍ୟା କରିଛନ୍ତି । ପ୍ରଥମେ ମୁଣ୍ଡକୁ ପଥରରେ ଛେଚି,…