Daily Archives

April 15, 2022

ଇମ୍ରାନଙ୍କ ମସ୍କୋ ଗସ୍ତ ନେଇ ମୁହଁ ଖୋଲିଲା ପାକ୍ ସେନା: ଲଜ୍ଜାଜନକ ଘଟଣା ବୋଲି କହିଲେ ମେଜର ଜେନେରାଲ ବାବର

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦିନ ମସ୍କୋ ଗସ୍ତ କରିଥିଲେ ଇମ୍ରାନ ଖାନ । ଏବେ ଇମ୍ରାନଙ୍କ ରୁଷିଆ ଗସ୍ତ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ପାକ୍ ସେନା । ମେଜର ଜେନେରାଲ ବାବରଙ୍କ କହିବା ଅନୁସାରେ, ଇମ୍ରାନ ଖାନଙ୍କ ରୁଷିଆ ଗସ୍ତ ପୂର୍ବ ନିର୍ଦ୍ଧାରିତ ଥିଲା । ଏବଂ ପାକ୍…

ମାନସ ହତ୍ୟାକାଣ୍ଡର ପ୍ରମାଣ ଲୁଚାଇବାକୁ ଦୃଶ୍ୟମ ଚଳଚିତ୍ର ଭଳି ଯୋଜନା କରିଥିଲା ଶର୍ମିଷ୍ଠା । ଗୋଟିଏ ଜାଗାରେ ମର୍ଡର,…

କନକ ବ୍ୟୁରୋ : ହତ୍ୟା ପରେ ଶବ ଓ ପ୍ରମାଣ ନଷ୍ଟ ପାଇଁ ଫିଲ୍ମ ରାସ୍ତା ଆପଣାଇଥିଲା ଶର୍ମିଷ୍ଠା । ବହୁ ଚର୍ଚ୍ଚିତ ଫିଲ୍ମ ଦୃଶ୍ୟମରେ ଯେଉଁଭଳି ତରିକା ଆପଣାଇ ନିଜ ପରିବାରକୁ ବଞ୍ଚାଇଥିଲେ ମୁଖ୍ୟ ଚରିତ୍ରରେ ଥିବା ଅଜୟ ଦେବଗନ, ଠିକ ସେହିଭଳି ରାସ୍ତାକୁ ଆପଣାଇଥିଲେ ଶର୍ମିଷ୍ଠା । ଏଠି କାହାକୁ…

ଚୀନରେ ବଢୁଛି ଓମିକ୍ରନ ସଂକ୍ରମଣ: ଘରେ ରହିବାକୁ ବାଧ୍ୟ କରୁଛି ପ୍ରଶାସନ, ଲୋକଙ୍କୁ  ମିଳୁନି ଖାଦ୍ୟ 

କନକ ବ୍ୟୁରୋ: ଚୀନର କୋଭିଡ ସ୍ଥିତି ସାଂଘାତିକ ହେବାରେ ଲାଗିଛି । କୋଭିଡ ସଂକ୍ରମଣକୁ ବଳି ଯାଇଛି କୋଭିଡ କଟକଣା । ଲୋକଙ୍କୁ ଖାଦ୍ୟ ମିଳୁନଥିବା ବେଳେ, ଔଷଧ ସରିଯିବାକୁ ବସିଛି । ଚୀନ୍ର ଅର୍ଥନୈତିକ ରାଜଧାନୀ  ସାଂଘାଇ ସହରରେ ବଢୁଥିବା ସଂକ୍ରମଣ ଯୋଗୁଁ କଟକଣାକୁ କଡାକଡି କରି ଲକଡାଉନ…

ଭୁବନେଶ୍ୱରରେ କୋକେନ ଜବତ ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଟାର୍ଗେଟରେ ଥିଲେ ହକି ବିଶ୍ୱକପ୍ ପାଇଁ ଆସିବାକୁ…

କନକ ବ୍ୟୁରୋ : ରାଜଧାନୀରେ କୋକେନ କାରବାର ଧରାପଡିବା ପରେ ତନାଘନା ଚଲାଇଛି ଏସଟିଏଫ୍ । ଆଉ ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବେଶ ଚିନ୍ତାଜନକ । ଏହାର ଚେର ଦକ୍ଷିଣ ଆଫ୍ରିକାରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ଯାଏଁ ଲମ୍ବିଛି । ତଦନ୍ତକରୁଥିବା ଅଧିକାରୀ କହୁଛନ୍ତି, ଆଗକୁ ରାଜଧାନୀରେ…

ବ୍ଲାକ ସିରେ ୠଷର ଯୁଦ୍ଧ ଜାହାଜକୁ କେମିତି ଶିକାର କଲା ୟୁକ୍ରେନ: ଟିବି-ଟୁ ଡ୍ରୋନରେ ଧ୍ୟାନ ହଟାଇବା ପରେ ମାଡ଼ କରିଥିଲା…

କନକ ବ୍ୟୁରୋ: ବୁଧବାର ରାତିରେ ବ୍ଲାକ ସି’ରେ କେମିତି ରୁଷିଆର ଦୁର୍ଦ୍ଦର୍ଶ ଯୁଦ୍ଧ ଜାହାଜ ‘ମସ୍କୋଭା’କୁ ଧ୍ୱଂସ କରିଦେଲା ୟୁକ୍ରେନ ତାହା ସାମ୍ନାକୁ ଆସିଛି । କୁହାଯାଉଛି ପାଖାପାଖି ୨ ମାସ ଯାତ୍ରା କରିବା ପରେ ରୁଷିଆର ଏହି ଯୁଦ୍ଧ ଜାହାଜଟି ୟୁକ୍ରେନ ସୀମାରେ ପହଂଚି ଯାଇଥିଲା । ୟୁକ୍ରେନ…