କନକ ବ୍ୟୁରୋ: ୭ଫେରା ନୁହେଁ ୪ଫେରାରେ ସରିଲା ବିବାହ । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ଏନେଇ ସୂଚନା ଦେଇଛନ୍ତି ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ । ତେବେ କପୁର ପରିବାରର ପାରିବାରିକ ବ୍ରାହ୍ମଣଙ୍କ ପରାମର୍ଶ କ୍ରମେ ଏପରି ବିବାହ ହୋଇଥିବା ସେ ସୂଚନା ଦେଇଛନ୍ତି ।