Daily Archives

April 14, 2022

ଦିଲ୍ଲୀ ସମୀକ୍ଷା ବନାମ ଓଡ଼ିଶା ସମୀକ୍ଷା । ୧୦ ଆକାଂକ୍ଷୀ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଭିତରେ ତତ୍ପରତା…

କନକ ବ୍ୟୁରୋ: ଚାରି ଦିନିଆ ମାଲକାନଗିରି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଆଗକୁ ବିଚ୍ଛିନ୍ନାଞ୍ଚଳ ଓ କୋରାପୁଟ ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ହେଲେ ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟକୁ ନେଇ ଚର୍ଚ୍ଚା ବଢିଛି ।…

ଖୁବଶୀଘ୍ର ନବୀନଙ୍କ ମନ୍ତ୍ରୀମଣ୍ଡଳରେ ହୋଇପାରେ ଅଦଳବଦଳ । ପାୱାର କରିଡରରେ ହଲଚଲ

କନକ ବ୍ୟୁରୋ: ଓଡିଶାରେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଚାଲିଛି । ୨୦୨୪କୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନୂଆ ଟିମ୍ ଗଢିବେ, ତେଣୁ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କିଏ ରହିବ, କିଏ ଯିବ ତାକୁ ନେଇ ନେତାଙ୍କ ହାର୍ଟବିଟ ବଢି ଯାଇଛି । ସେପଟେ ଆସନ୍ତା ୧୬ ତାରିଖରେ…

୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଉନ୍ମୋଚିତ ହେଲା ୨୦୨୩ରେ ହେବାକୁ ଥିବା ହକି ବିଶ୍ୱକପ୍ ଲୋଗୋ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟରେ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨୦୨୩ ମସିହା ଜାନୁଆରୀ ୧୩ ତାରିଖରୁ ଏହି ବିଶ୍ୱକପ୍ ଆରମ୍ଭ ହୋଇ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ…

ଆଉ ମାତ୍ର ଗୋଟିଏ ଭୁଲ୍ ମୁମ୍ବାଇକୁ ପଡିପାରେ ମହଙ୍ଗା । ଗୋଟିଏ ମ୍ୟାଚରୁ ବ୍ୟାନ୍ ହୋଇପାରନ୍ତି ଅଧିନାୟକ ରୋହିତ ଶର୍ମା…

କନକ ବ୍ୟୁରୋ: ଆଇପିଏଲର ଚଳିତ ସିଜିନରେ ଏଯାବତ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନିରାଶାଜନକ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ପଞ୍ଜାବଠାରୁ ହାରିବା ସହିତ ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର ୫ମ ପରାଜୟ ଭୋଗିଛି । ତେବେ ଏହି ମ୍ୟାଚରେ ଦଳ ହାରିବା ସହିତ ଦଳର ଖେଳାଳି ଓ ଅଧିନାୟକଙ୍କୁ…

ନୀଳମାଧବ ପୀଠ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ । ଉନ୍ନତିକରଣ କାମ ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହିତ…

କନକ ବ୍ୟୁରୋ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ।…

ଦିଲ୍ଲୀ ସମୀକ୍ଷା ବନାମ ଓଡ଼ିଶା ସମୀକ୍ଷା । ୧୦ ଆକାଂକ୍ଷୀ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଭିତରେ ତତ୍ପରତା…

କନକ ବ୍ୟୁରୋ : ଦିଲ୍ଲୀ ସମୀକ୍ଷା ବନାମ ଓଡ଼ିଶା ସମୀକ୍ଷା । ୧୦ ଆକାଂକ୍ଷୀ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଭିତରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ୪ ଦିନିଆ ଦକ୍ଷିଣ ଓଡ଼ିଶା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ । କେନ୍ଦ୍ରମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ ବନାମ ରାଜ୍ୟ…