Daily Archives

February 13, 2022

ଜୋଫ୍ରା ଆର୍ଚରଙ୍କ ପାଇଁ ମୁମ୍ବାଇ ବର୍ଷା କଲା ଟଙ୍କା, ହେଲେ ଖେଳିନପାରନ୍ତି ଆଇପିଏଲ: ଜାଣନ୍ତୁ, କାହିଁକି?

କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୨ ପାଇଁ ନିଲାମ । ଆଉ ଦ୍ୱିତୀୟ ଦିନରେ ବି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ଫ୍ରାଞ୍ଚାଇଜ । ଆଉ ଏହାରି ଭିତରେ ଚର୍ଚ୍ଚାରେ ରହିଛନ୍ତି ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚର । କାରଣ ତାଙ୍କୁ ଆଜି ମୁମ୍ବାଇ ୮ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ…

‘ହିଜାବ’ପ୍ରସଙ୍ଗରେ ନିର୍ବାଚନୀ ସଭାରେ ମତ ରଖିଲେ ଯୋଗୀ ଆଦିତ୍ୟନାଥ, କହିଲେ ଏଭଳି କଥା

କନକ ବ୍ୟୁରୋ : ଏବେ ଦେଶରେ ହିଜାବକୁ ନେଇ ରାଜନୀତି ସରଗରମ ରହିଛି । କିଛି ରାଜନୈତିକ ଦଳ ହିଜାବକୁ ସମର୍ଥନ କରୁଥିବା ବେଳେ କିଛି ହିଜାବ ବିରୋଧରେ ମତ ରଖୁଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔରିଆ ଠାରେ ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ କହିଛନ୍ତି କି…

ଚେନ୍ନାଇ ପାଇଁ ଖେଳିବେ ଏହି ଯୁବ ବୋଲର: କ୍ୟାନ୍ସରରେ ହୋଇଥିଲା ମା’ଙ୍କ ଦେହାନ୍ତ

କନକ ବ୍ୟୁରୋ: ଜାରି ରହିଛି ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନ । ଆଉ ପ୍ରଥମ ଦିନରେ ଯୁବ ବୋଲର ତୁଷାର ଦେଶପାଣ୍ଡେଙ୍କୁ କିଣିଥିଲା ଚେନ୍ନାଇ । ଏନେଇ ତୁଷାର ଖୁସିଥିବା ନିଜେ କହିଛନ୍ତି । ସେ କହିଛନ୍ତି, ମୋର ପସନ୍ଦର ବୋଲର ହେଉଛନ୍ତି ଡେଲ ଷ୍ଟେନ, ହେଲେ ମୁଁ ଧୋନୀଙ୍କୁ ମୋ ଆଦର୍ଶ ବୋଲି ମାନେ ଆଉ…

ଚେୟାରମ୍ୟାନଙ୍କ ଗୋଟିଏ ଫୋନ କଲ୍: ଖାଇବା ଛାଡି ଏମିତି ଅକ୍ସନରେ ପହଞ୍ଚିଥିଲେ ଚାରୁ ଶର୍ମା

କନକ ବ୍ୟୁରୋ: ଆଇପିଏଲ ମେଗା ଅକ୍ସନର ପ୍ରଥମ ଦିନରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅକ୍ସନ ଚାଲିଥିବା ସମୟରେ ଅକ୍ସନର ହ୍ୟୁଜ ଏଡମିଡସ ହଠାତ ଅଚେତ ହୋଇପଡିଥିଲେ । ଫଳରେ ଅକ୍ସନକୁ କିଛି ସମୟ ପାଇଁ ରୋକାଯାଇଥିଲା । ଏହାରି ମଧ୍ୟରେ ଚିନ୍ତାରେ…

ଧୋନୀଙ୍କ ଟିମରେ ଓଡିଆ ପୁଅ: ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ

କନକ ବ୍ୟୁରୋ: ଆଇପିଏଲ ଖେଳିବେ ଓଡିଆ ପୁଅ । ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସରେ ସ୍ଥାନ ପାଇଲେ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁକୁ ୨୦ ଲକ୍ଷ ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗସ । ଶୁଭ୍ରାଂଶୁ ଆଇପିଏଲ ଖେଳିବା ନେଇ ଉତ୍ସୁକ ଅଛନ୍ତି ଓଡିଆ କ୍ରିକେଟ ଫ୍ୟାନ । ସୟଦ…

ପଞ୍ଜାବ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଘୋଷଣା, ସରକାରକୁ ଆସିଲେ ବର୍ଷକୁ ୮ଟି ଗ୍ୟାସ ସିଲିଣ୍ଡର ମାଗଣା,…

କନକ ବ୍ୟୁରୋ : ଏବେ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ଏହି କ୍ରମରେ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରାଇ ଦେଉଛନ୍ତି । ଏହି କ୍ରମରେ ପଞ୍ଜାବରେ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଆଜି ଏକ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି…