Daily Archives

February 13, 2022

ଖୋଲୁଛି କୋଟିପତି ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କ ଦୁର୍ନୀତି ପେଡ଼ି । ଠାବ ହେଲାଣି ୪ କୋଟି ଟଙ୍କାର…

କନକ ବ୍ୟୁରୋ: ବିଶ୍ୱଜିତ୍ ମହାପାତ୍ର । ସୁନ୍ଦରଗଡର ଏଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଅର୍ଥାତ ଅତିରିକ୍ତ ଜିଲ୍ଲାପାଳ । ଏମାନଙ୍କର ଦାୟିତ୍ୱ ହେଉଛି, ଜନତାଙ୍କ ସେବା, ସେଥିପାଇଁ ତାଙ୍କୁ ମୋଟା ଅଙ୍କର ଦରମା ଦିଆଯାଏ, ତା ସହିତ ଘର ଗାଡି ଭଳି ଅନେକ ସୁବିଧା ସୁଯୋଗ ଦିଆଯାଏ । କିନ୍ତୁ ଏହି…

ମହାମାରୀ ବିରୋଧ ଲଢ଼େଇରେ ଅସ୍ତ୍ର ପାଲଟିପାରେ ‘ଆଭିସ୍ କୋଭାକ’ । ବ୍ରହ୍ମପୁର ଆଇଜର ଓ କାଜି ନଜରୁଲ ୟୁନିଭରସିଟି ମିଳିତ…

କନକ ବ୍ୟୁରୋ: କରୋନା ବିରୋଧରେ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇପାରେ ଓଡିଶା ଗବେଷକଙ୍କ ଦ୍ୱାରା ବିକଶିତ ହେଉଥିବା ଟିକା । କାରଣ କରୋନା ଭୂତାଣୁର ଯେକୌଣସି ପ୍ରଜାତିକୁ ଏହି ଟିକା ମାତ୍ ଦେବ ବୋଲି ଦାବି କରାଯାଇଛି । ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା- ଆଇଜର…

ଆଇପିଏଲ୍ ପାଇଁ ଚାଲିଛି ଖେଳାଳି କିଣା । ପଢନ୍ତୁ, କେତେ ଦାମରେ କିଣାହେଲେ କେଉଁ ଖେଳାଳି?

କନକ ବ୍ୟୁରୋ: ଆଇପିଏଲ ୨୦୨୨ ପାଇଁ ବେଙ୍ଗାଲୁରୁରେ ଚାଲିଥିବା ଖେଳାଳି ହାଟରେ ଆଜି ଦ୍ୱିତୀୟ ଦିନରେ ନିଲାମ ପ୍ରକ୍ରିୟା ଜାରି ରହିଥିଲା । ଦ୍ୱିତୀୟ ଦିନରେ ଲିୟମ ଲିଭିଂଷ୍ଟୋନ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କୁ କିଙ୍ଗସ୍ ଇଲେଭେନ ପଞ୍ଜାବ ୧୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ।…

୭ ବର୍ଷ ପରେ ଓଡ଼ିଆ ପୁଅଙ୍କୁ ମିଳିଲା ଆଇପିଏଲ୍ ଏଣ୍ଟ୍ରି । ଶୁଭାଂଶୁ ସେନାପତିଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ ସୁପର…

କନକ ବ୍ୟୁରୋ: ଦୀର୍ଘ ୭ବର୍ଷ ପରେ ଚଳିତ ବର୍ଷ ଓଡିଶାରୁ ପୁଣି ଜଣେ ଖେଳାଳି କ୍ରିକେଟର ଫଟାଫଟ ଫର୍ମାଟ ଆଇପିଏଲରେ ସୁଯୋଗ ପାଇଛନ୍ତି । ରଣଜୀ ପ୍ଲେୟାର ବ୍ୟାଟସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କୁ କିଣିଛି ଚେନ୍ନାଇ ସୁପରକିଙ୍ଗ୍ସ । ଆଇପିଏଲରେ ଶୁଭ୍ରାଂଶୁ ସ୍ଥାନ ପାଇବା ପରେ ତାଙ୍କ ସାଥୀ ଖେଳାଳି…

ଶାଢ଼ି ବାଣ୍ଟି ଅଡୁଆରେ ପଡ଼ିଲେ ବିଜେଡି ବିଧାୟକ । ସିଜ୍ ହେଲା ମନୋହର ରନ୍ଧାରୀଙ୍କ ଗାଡି ଓ ଲାଞ୍ଚ ସାମଗ୍ରୀ

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ନବରଙ୍ଗପୁର ରାଜନୀତି । ଶାସକ ଓ ବିରୋଧୀଙ୍କ ଛକା ପଞ୍ଝାରେ ସରଗରମ ନିର୍ବାଚନ ମାହୋଲ । ସାଂସଦ ରମେଶ ମାଝୀଙ୍କ ପରେ ନିଜ ଗଡରେ ଘୋର ବିରୋଧରେ ସମ୍ମୁଖୀନ ହୋଇଛନ୍ତି ବିଧାୟକ ମନୋହର ରନ୍ଧାରୀ । ଶାଢ଼ୀ ଓ…

ପ୍ରମିଳା ମଲ୍ଲିକଙ୍କୁ ପ୍ରଚାରରୁ ବାରଣ କଲେ ରାଜ୍ୟ ନିର୍ବାଚନ କମିଶନ । ଆସନ୍ତାକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ…

କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ପ୍ରଚାର କରିବାରୁ ପ୍ରମିଳାଙ୍କୁ ବାରଣ କରିଛନ୍ତି କମିଶନ । ଆସନ୍ତାକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ପ୍ରଚାର କରିବାକୁ ବାରଣ…