Daily Archives

October 7, 2021

ଧନ ବଢାଇଛି କରୋନା ! ଧନୀ ହୋଇଛନ୍ତି ଅଧିକ ଧନୀ । କେତେ ବଢିଛି ଅମ୍ବାନୀଙ୍କ ସମ୍ପତ୍ତି ?

କନକ ବ୍ୟୁରୋ : କରୋନାରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଥିବା ବେଳେ ଧନୀ କିନ୍ତୁ ଆହୁରି ଧନୀ ହୋଇଛନ୍ତି । ଆଜି ଭାରତର ଫୋର୍ବସ୍ ଧନୀ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଠଷ୍ଟ୍ରିଜ୍ର ମାଲିକ ମୁକେଶ ଅମ୍ବାନୀ । ୨୦୨୧ରେ ତାଙ୍କର ସମ୍ପତି ୩୦ ହଜାର କୋଟି…

ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ରାଜନୀତିରେ ୨୦ ବର୍ଷ ପୂରା କଲେ ମୋଦୀ ।

କନକ ବ୍ୟୁରୋ : ୭ ଅକ୍ଟୋବର ୨୦୦୧ । ଆଜିକୁ ଠିକ୍ ୨୦ ବର୍ଷ ତଳେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ଆଉ ଏହିଠାରୁ ମୋଦିଙ୍କ ରାଜନୈତିକ କ୍ୟାରିୟରର ପୁନାଦି ପଡିଥିଲା । ସେତେବେଳେ ନା ମୋଦୀଙ୍କୁ ନା କେହି ସେଭଳି ଜାଣିଥିଲେ ନା ମୋଦୀଙ୍କୁ ନେଇ ଜାତୀୟସ୍ତରରେ…

ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣା : ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

କନକ ବ୍ୟୁରୋ : ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣାର ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଦର୍ଶାଯାଇଛି, ମାନସିକ ଆଘାତ କାରଣରୁ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଂଟା ପୂର୍ବରୁ ହାତୀର ମୃତ୍ୟ ହୋଇଥିବା ରିପୋର୍ଟରେ କୁହାଯାଇଛି । ସାଲେପୁର ବ୍ଲକ ପଶୁସମ୍ପଦ…

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ତଦନ୍ତ ପାଇଁ ଦାବି କଲେ ଡିନ

କନକ ବ୍ୟୁରୋ : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବିଳମ୍ବିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।…

ବାପାଙ୍କୁ ନୂଆ ଜୀବନ ଦେଲା ପୁଅ : ମୃତ୍ୟୁ ମୁଖରୁ ବଂଚାଇ ଆଣିଲା ୨୦ ବର୍ଷର ପୁଅ

କନକ ବ୍ୟୁରୋ : ବାପାଙ୍କୁ ନୂଆ ଜୀବନ ଦେଲା ପୁଅ । ମୃତ୍ୟୁ ମୁଖରୁ ବଂଚାଇ ଆଣିଲା ୨୦ ବର୍ଷର ପୁଅ । ବାପାଙ୍କୁ ଲିଭର ଦାନ କରି ସାରା ଦୁନିଆ ପାଇଁ ସୁନା ପୁଅର ଉଦାହରଣ ସାଜିଛନ୍ତି ଜୟପୁରର ମାନ୍ୟା ହସିକା । କୋଭିଡ ସହ ସାରା ବିଶ୍ୱ ଲଢୁଥିବାବେଳେ ମାନ୍ୟାଙ୍କ ପରିବାର ବି ଏଥିରୁ…

ନବରଙ୍ଗପୁରରେ ଚାଂଚଲ୍ୟ : ୭ ଦିନ ପରେ ଘର ଭିତରୁ ମିଳିଲା ୮୨ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ

କନକ ବ୍ୟୁରୋ : ନବରଙ୍ଗପୁରରେ ଚାଂଚଲ୍ୟ । ୭ ଦିନ ପରେ ଘର ଭିତରୁ ମିଳିଲା ୮୨ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ । ଉମରକୋଟ ଶିବାଜୀନଗରର ବୃଦ୍ଧା କୁସୁମ ନାୟକଙ୍କର ତିନି ପୁଅ । ବଡ଼ ପୁଅର କୌଣସି ରୋଜଗାର ନଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ କୁସୁମ ବଡ଼ ପୁଅ ପାଖରେ ରହୁଥିଲେ । ବଡ଼ ପୁଅର ଚଳିବା ପାଇଁ…