Daily Archives

September 7, 2021

ପାର୍ବଣ କଟକଣା : ତେଜିଲା ପ୍ରତିବାଦ, ନିଷ୍ପତ୍ତି ବଦଳାଇବେ କି ସରକାର?

କନକ ବ୍ୟୁରୋ : କଟକ ଆଉ ଦୁର୍ଗାପୂଜା, ଏହାର ଇତିହାସ ବହୁତ ପୁରୁଣା । କଟକର ସ୍ୱତନ୍ତ୍ର ପରିଚୟ ହେଉଛି ଦୁର୍ଗାପୂଜା । ସୁଉଚ୍ଚ ମେଢ, ଆଖି ଝଲସିଯିବା ଭଳି ମା’ଙ୍କ ମୃଣ୍ମୟୀ ମୂତ୍ତି କଟକର ଦଶହରାକୁ ନିଆରା କରିଥାଏ । ସେଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ଦଶହରା ବୁଲିବାକୁ କଟକ ଚାଲି ଆସିଥାନ୍ତି…

ସ୍କୁଲରେ ବଢୁଛି କି କରୋନା : ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ?

କନକ ବ୍ୟୁରୋ : ସ୍କୁଲ ପିଲାଙ୍କୁ କରୋନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆଗରୁ ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା । ଏବେ ସଂକ୍ରମଣ ବଢୁଛି କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହେଉଛନ୍ତି ତାକୁ…

ନୀରଜଙ୍କୁ ଅଜବ ପ୍ରଶ୍ନ । ଯୌନ ଜୀବନ ପ୍ରଶ୍ନ କରି କଳା ଐତିହାସିକ ରାଜୀବ ସେଠୀ ନିନ୍ଦିତ

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ୱର୍ଣ୍ଣ ଜିତିଥିôବା ନୀରଜ ଚୋପ୍ରାଙ୍କୁ ପଚରାଯାଇଥିବା ପ୍ରଶ୍ନ ଏବେ ଚର୍ଚ୍ଚାରେ । ଦେଶ ପାଇଁ ସୁନା ପଦକ ଜିତିବା ପରଠାରୁ ଅନେକ ଗଣମାଧ୍ୟମରୁ ଆସୁଛି ନିମନ୍ତ୍ରଣ । ସାକ୍ଷାତକାରରେ ଦେବାକୁ ପଡୁଛି ଅନେକ ପ୍ରଶ୍ନର ଉତ୍ତର । ଏପରି ଏକ…

ଛତିଆରେ ଓଲଟିଲା ଆଳୁ ବୋଝେଇ ଟ୍ରକ : ଆଳୁ ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା

କନକ ବ୍ୟୁରୋ : ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆଠାରେ ଏକ ଆଳୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟିପଡ଼ିଛି । କଟକ ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକଟି ଛତିଆ ଠାରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ…

ବର୍ଷାରେ ଭିଜିବ ଗଣେଶ ପୂଜା !

କନକ ବ୍ୟୁରୋ : ପୂର୍ବ ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ ସ୍ଥାନରେ ହାଲୁକାରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେବେ ଆସନ୍ତାକାଲି ଲଘୁଚାପ…

ପଞ୍ଜଶୀରରେ କ’ଣ କରୁଛନ୍ତି ପାକିସ୍ତାନ ସେନା, ପ୍ରଶ୍ନ ଉଠାଇଲା ଇରାନ

କନକ ବ୍ୟୁରୋ : ତାଲିବାନ ମାମଲାରେ ପାକିସ୍ତାନର ହସ୍ତକ୍ଷେପକୁ ନିନ୍ଦା କରିଛି ଇରାନ । ପ୍ରଥମ ରାଷ୍ଟ୍ର ଭାବେ ଇରାନ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଛି । ବିଶେଷ କରି ଆଫଗାନିସ୍ତାନର ଅଭେଦ୍ୟ ଗଡ କୁହାଯାଉଥିବା ପଞ୍ଜଶୀର ଦଖଲରେ ପାକିସ୍ତାନ ସେନା, ତାଲିବାନୀଙ୍କ ସହାୟତା କରିଥିବାରୁ ଏହାର ତଦନ୍ତ…