Daily Archives

September 4, 2021

ସର୍ବଦଳୀୟ ବୈଠକରେ ବାଟ ଫିଟିଲା, ୩ ଦିନ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହେଲା  ।

କନକ ବ୍ୟୁରୋ  : ସ୍ୱାଭାବିକ ହେଲା ବିଧାନସଭା ଗୃହ କାର୍ଯ୍ୟ  । ତିନି ଦିନ ପରେ ଆଜି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି  । ବିଧାନସଭାର ପ୍ରଶ୍ନକାଳରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ଆଲୋଚନା ହୋଇଛି  । ରାଜ୍ୟରେ ଆଉ ୨୪ଟି ନୂଆ ଆଇଟିଆଇ ଖୋଲିବା ନେଇ ସୂଚନା ଦେଇଛନ୍ତି…

ଦୂତୀଙ୍କ ବିରୋଧରେ ଅଶାଳୀନ ଟିପଣୀ ପଡିଲା ମହଙ୍ଗା : ୱେବ୍ ପୋର୍ଟାଲର ଏଡ଼ିଟର ଗିରଫ

କନକ ବ୍ୟୁରୋ : ଦୂତୀ ଚାନ୍ଦଙ୍କ ବିରୋଧରେ ଅଶାଳୀନ ଭାଷାରେ ରିପୋର୍ଟ କରିଥିବା ୱେବ୍ ପୋର୍ଟାଲର ଏଡ଼ିଟରଙ୍କୁ ଗିରଫ କରିଛି ପୋଲିସ । ଏହାସହ ତାଙ୍କ ସହଯୋଗୀଙ୍କୁ ଅଟକ ରଖାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ଗତକାଲି ଠାରୁ ସୁଧାଂଶୁ ରାଉତଙ୍କୁ ଅଟକ ରଖିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି ।…

ନିଜେ ଲଣ୍ଡା ହେଲେ, କ୍ୟାନସର ରୋଗୀଙ୍କୁ କେଶ ଦେଲେ ସମ୍ବଲପୁରର ପୁଷ୍ପକାନ୍ତି ମାହାନା

କନକ ବ୍ୟୁରୋ : ନିଜେ ଲଣ୍ଡା ହୋଇ ଇଣ୍ଡିଆନ କ୍ୟାନସର ସୋସାଇଟିକୁ କେଶ ଦାନ କଲେ ମହିଳା । ସମ୍ବଲପୁର ଗୋପାଳମାଲର ପୁଷ୍ପକାନ୍ତି ମାହାନାଙ୍କ ଏହି ବଦାନ୍ୟତାକୁ ନେଇ ସବୁଆଡେ ଚର୍ଚ୍ଚା । କ୍ୟାନସର ରୋଗରେ ପୀଡିତ ହୋଇ ନିଜର ସମ୍ପୂର୍ଣ୍ଣ ଚୁଟି ହରାଉଥିବା ମହିଳାଙ୍କୁ ନିଜ ଚୁଟି ଦାନ କରିବା…

ରାଜ୍ୟରେ ୧% ପାଖାପଖି ଦୈନିକ ସଂକ୍ରମଣ : ୨୪ ଘଂଟାରେ ୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ୧ପ୍ରତିଶତ ପାଖାପଖି ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୬୭ହଜାର ୨୨୯ ନମୂନା ପରୀକ୍ଷା କରାଯାଇଥିଲା ବେଳେ ୬୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ଘଂଟାରେ ଶୂନରୁ ୧୮ବର୍ଷ ଭିତରେ ୧୧୮…

ପାରା ଅଲିମ୍ପିକ୍ସରେ ୧୫ଛୁଇଁଲାଣି ପଦକ ସଂଖ୍ୟା : ଆଜି ସୁଟିଂରେ ଆସିଲା ଆଉ ୨ଟି ପଦକ

କନକ ବ୍ୟୁରୋ : ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳୁ ଆଉ ଦୁଇଟି ପଦକ ଆସିଛି । ସୁଟିଂରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ପି-୪ ମିକ୍ସଡ୍ ୫୦ ମିଟର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମନିଷ ନରୱାଲ । ସମାନ ଇଭେଂଟରେ ସିଙ୍ଘରାଜ ରୌପ୍ୟ ପଦକ…

ଲଢେଇ କରି କରି ହାରିଗଲେ ଅଭିଷେକ, ଜିତିଗଲା ମୃତ୍ୟୁ

କନକ ବ୍ୟୁରୋ :  ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ । ଦୀର୍ଘ ଦିନର ଶତଚେଷ୍ଟା, ଜନସାଧାରଣଙ୍କ ସାହାଯ୍ୟ...ସବୁ ସତ୍ତେ୍ୱ ସବୁ ଆଜି ହାର୍ ମାନିଛି । ଗତକାଲି ରାତି ୧୦ଟା ୪୫ ବେଳକୁ ତାଙ୍କର ମୃତ୍ୟୁ ହୋଇଛି । କୋଭିଡରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ଅଭିଷେକ । ଏବଂ ଇକମୋ ଚିକିତ୍ସା…