Daily Archives

July 30, 2021

ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଦିନ ୨ ଟାରେ ଫଳ ପ୍ରକାଶ ନେଇ ସୂଚନା

କନକ ବ୍ୟୁରୋ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆଜି ଦିନ ୨ ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବ । ବୋର୍ଡ ଅଧିକାରୀ ୱେବସାଇଟ cbseresults.nic.in ରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । କହିରଖୁ କି ସିବିଏସଇ ୨୦୨୧ ଦ୍ୱାଦଶ ଶ୍ରେଣୀ ବୋର୍ଡରେ ୧୬ ଲକ୍ଷ…

ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଂଟାରେ ୪୪,୨୩୦ ସଂକ୍ରମିତ,୫୫୫ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦେଶରେ ପୁଣିଥରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୪,୨୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୫୫୫ ଜଣ ଲୋକ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୧୫,୭୨,୩୪୪ କୁ…

ଆରମ୍ଭ ହେଲା ଅଫଲାଇନ ମାଟ୍ରିକ ପରୀକ୍ଷା : କୋଭିଡ କଟକଣା ଭିତରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଆରମ୍ଭ ହେଲା ଅଫଲାଇନ ମାଟ୍ରିକ ପରୀକ୍ଷା  । ୫୦୪ଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଛି ପରୀକ୍ଷା । ସମ୍ପୂର୍ଣ୍ଣ କୋଭିଡ୍ ଗାଇଡଲାଇନକୁ ମାନି ପରୀକ୍ଷା ଚାଲିଛି । ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ । ପ୍ରବେଶ କରିବା ପୂର୍ବରୁ…

ବକ୍ସିଂ ସେମି ଫାଇନାଲରେ ଲଭଲିନା : କ୍ୱାର୍ଟର ଫାଇନାଲରେ ତାଇପେଇର ନନ-ଚିନ-ଚେନଙ୍କୁ ହରାଇଲେ

କନକ ବ୍ୟୁରୋ : ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲଭଲିନା । ୬୯ କିଲୋଗ୍ରାମ ବର୍ଗ କ୍ୱାର୍ଟର ଫାଇନାଲରେ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ପ୍ରବେଶ କରିବା ସହ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି । ସେମିଫାଇନାଲରେ…

ନିରାଶ କଲେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ : ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ

କନକ ବ୍ୟୁରୋ : ଟୋକିଓ ଟ୍ରାକରେ ଦୌଡିଲେ ଦୂତି ଚାନ୍ଦ । ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଆଥଲେଟ୍ । ଟୋକିଓ ଅଲିମ୍ପିକ୍ସର ୧୦୦ ମିଟର ହିଟ୍ସରେ ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଥିଲେ ଦୂତି ଚାନ୍ଦ । ଟୋକିଓରେ ଚମକିବା ପାଇଁ ଜୋରଦାର…

ଟିକାକରଣ, ଲକଡାଉନ ସତ୍ତେ୍ୱ କମୁନି ସଂକ୍ରମଣ : ଅନଲକ୍ ନେଇ ବଢ଼ୁଛି ଅନିଶ୍ଚିତତା

କନକ ବ୍ୟୁରୋ : ଟିକାକରଣ, ଲକଡାଉନ ସତ୍ୱେ ବି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୫୦୦ ତଳକୁ ଖସୁନି । ସବୁପ୍ରକାର ଅନୁକୂଳ ଯୁକ୍ତି ଥିବା ସତ୍ତ୍ବେ ‘ଅନ୍‌ଲକ୍’ କରିବାକୁ ସରକାର ସାହସ ଜୁଟାଇପାରୁ ନାହାନ୍ତି। କରୋନା ସଂକ୍ରମଣ ଗଣିତ ଦିନକୁ ଦିନ ଏମିତି ଜଟିଳ ହୋଇପଡ଼ୁଛି ଯେ ସରକାର ଯେମିତି…