Daily Archives

July 8, 2021

ପ୍ରତିଦିନ ୫୦ରୁ ଅଧିକ କରୋନା ମୃତ୍ୟୁର ହିସାବ ଦେଉଛନ୍ତି ସରକାର : ଖବର କାଗଜରେ ବିଜ୍ଞାପନ ଦେଇ ସ୍ପଷ୍ଟୀକରଣ ରଖିଲେ…

କନକ ବ୍ୟୁରୋ : ଗତ କିଛିଦିନ ହେଲା ୫୦ରୁ ଅଧିକ କରୋନା ମୃତ୍ୟୁର ହିସାବ ଦେଉଛନ୍ତି ସରକାର । କରୋନା ସଂକ୍ରମଣ କମୁଥିବାବେଳେ ଉଚ୍ଚା ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ଉପୁଜୁଥିବାବେଳେ, ସକକାର କହୁଛନ୍ତି ପୁରୁଣା ମୃତ୍ୟୁର ଯାଂଚ କରି ହିସାବ ଦିଆଯାଉଛି । ଆଜି ଏ ସଂକ୍ରାନ୍ତରେ ଖବରକାଗଜରେ…

ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଦେଲେ ଅଶ୍ୱିନୀ ବୈଷ୍ଣବ : ରେଳବାଇର ଆଧୁନିକରଣ ସହ ବୈଷ୍ଣବଙ୍କ ଉପରେ ରହିବ ବଡ଼ ଦାୟିତ୍ୱ

କନକ ବ୍ୟୁରୋ : କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ । ବିଧିବଧ ଭାବେ ଆଜି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସକାଳ ୧୦ଟା ସମୟରେ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରୀୟ ସଚିବାଳୟରେ ଥିବା ରେଳ ଭବନରେ ପହଂଥିଲେ । ସେଠାରେ ବିଭାଗୀୟ ସଚିବ ଓ ବରିଷ୍ଠ ପଦାଧିକାରୀ…

ନୂଆ ଟିମକୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦୀ : ସଂଧ୍ୟାରେ ୫ଟାରେ କେନ୍ଦ୍ର କ୍ୟାବିନେଟ, ୭ଟାରେ ବସିବ ମନ୍ତ୍ରୀ…

କନକ ବ୍ୟୁରୋ : ନୂଆ ଟିମକୁ ଆଜି ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର କ୍ୟାବିନେଟରେ ବଡଧରଣ ଅଦଳ ବଦଳ କରିବା ସହ ମନ୍ତ୍ରିମଣ୍ଡଳରେ ନୂଆ ନେତାଙ୍କୁ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆଜି ବସୁଛି କେନ୍ଦ୍ର କ୍ୟାବିନେଟ୍ ଓ…

ବିଜେପିର ଗଡ଼ କୁହଯାଉଥିବା ପଶ୍ଚିମ ଓଡ଼ିଶାରୁ କୌଣସି ସାଂସଦଙ୍କୁ ମୋଦୀ ମଣ୍ଡଳରେ ମିଳିଲାନି ସ୍ଥାନ : ୫ଜଣ ସାଂସଦ ଥାଇ…

କନକ ବ୍ୟୁରୋ : ମୋଦୀଙ୍କ ନୂଆ ଟିମରେ ସ୍ଥାନ ପାଇ ନାହାନ୍ତି ପଶ୍ଚିମ ଓଡିଶାର ଜଣେ ହେଲେ ବି ସାଂସଦ । ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ ଏବଂ ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ପଶ୍ଚିମ ଓଡିଶାରୁ ୫ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ…

ଦେଶରେ ସାମନ୍ୟ ବଢ଼ିଲା କରୋନା ସଂକ୍ରମଣ : ୪୫,୮୯୨ ଆକ୍ରାନ୍ତ ଚିହ୍ନଟ, ୮୧୭ ମୃତ୍ୟୁ

କନକ ବ୍ୟୁରୋ : ଦେଶରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୪୫ ହଜାର ୮୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୭ ଜଣଙ୍କ ମୃତ୍ୟୁ ହୋଇଛି । ୪୪ ହଜାର ୨୯୧ ଜଣ ସୁସ୍ତ ହୋଇଛନ୍ତି । ଦେଶର ମୋଟ ସଂକ୍ରମଣ ସଂଖ୍ୟା ୩କୋଟି ୭ ଲକ୍ଷ ୯ ହଜାର ୫୫୭ ରହିଛି । ସୁସ୍ଥ ହୋଇଛନ୍ତି…

ତିନି ଦଶନ୍ଧି ପରେ ମୟୂରଭଂଜକୁ ମିଳିଲା କେନ୍ଦ୍ରମନ୍ତ୍ରୀ ପଦ : ବିଶେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି…

କନକ ବ୍ୟୁରୋ : ତିନି ଦଶନ୍ଧି ପରେ ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି କେନ୍ଦ୍ରମନ୍ତ୍ରୀ ପଦ । ୯୦ ଦଶକରେ ଜିଲ୍ଲାରୁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ଭାଗେ ଗୋବର୍ଦ୍ଧନ । ଏହାପରଠାରୁ ସୁଶୀଳା ତିରିଆ, ସାଲଖନ ମୁର୍ମୁ, ସୁଦାମ ମାର୍ଣ୍ଡି, ଲକ୍ଷ୍ମଣ ଟୁଡୁ ଓ ରାମଚନ୍ଦ୍ର ହାଂସଦା ୫ ଜଣ ସାଂସଦ ଲୋକସଭାକୁ…