Daily Archives

April 2, 2021

କରୋନା ଟିକାର ୨ ଟି ଡୋଜ ନୁହେଁ, ପ୍ରତ୍ୟକ ଲୋକଙ୍କୁ ନେବାକୁ ହେବ ୩ ଟି ଡୋଜ । କୋଭାକ୍ସିନର ବୋଷ୍ଟର ଡୋଜକୁ ମିଳିଲା…

କନକ ବ୍ୟୁରୋ : ଦେଶରେ କରୋନା ଭୂତାଣୁ ବିରୋଧରେ ଦିଆଯାଉଥିବା ଟିକାର ତୃତୀୟ ଡୋଜ ପାଇଁ ପ୍ରସ୍ତୁତି ଚାଲିଛି । ଏହି ତୃତୀୟ ଡୋଜକୁ ବୋଷ୍ଟର ଡୋଜ କୁହାଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କ ଏକ ଟିମ୍ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ଡୋଜକୁ ଅନୁମତି ଦେଇଛି । ଏହି ବୋଷ୍ଟର…

ଆସନ୍ତାକାଲି ଠାରୁ ପୁଣେରେ ନାଇଟକର୍ଫ୍ୟୁ । ୭ ଦିନ ପର୍ଯ୍ୟନ୍ତ ରହିବ ନାଇଟକର୍ଫ୍ୟୁ, ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ରହିବ…

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ପୁଣେରେ ଲାଗୁ ହେବ ୧୨ ଘଣ୍ଟିଆ ନାଇଟକର୍ଫ୍ୟୁ । ଆସନ୍ତାକାଲି ଠାରୁ ୭ ଦିନ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ରହିବ । ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ କଟକଣା ରହିବ । ଏହି ସମୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି । …

କାଳିଆ ଟଙ୍କାକୁ ନେଇ ପୁଣି ତେଜିଲା ରାଜନୈତିକ କଳି : ବିରୋଧୀ କହିଲେ ପଂଚାୟତ ଓ ପିପିଲି ଉପନିର୍ବାଚନକୁ ଦେଖି ଚାଷୀଙ୍କ…

କନକ ବ୍ୟୁରୋ : କାଳିଆ ଟଙ୍କାରୁ ନେଇ ପୁଣି ତେଜିଲା ରାଜନୈତିକ କଳି । ଗତକାଲି ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ କାଳିଆ ଟଙ୍କା ପଠାଇଛନ୍ତି । ନୂଆ ଆର୍ଥିକ ବର୍ଷରେ ରବି ଋତୁ ପାଇଁ ସରକାର ୬୯୪ କୋଟି ଟଙ୍କା ଦେଇଛନ୍ତି । ପ୍ରତି ଚାଷୀଙ୍କ ଆକାଂଉଟକୁ ୨ ହଜାର…

ମହାରାଷ୍ଟ୍ରରେ କରୋନା ମାୟା । ଗୋଟିଏ ଦିନରେ ୪୩ ହଜାର ସଂକ୍ରମିତ । ଆଜି ହୋଇପାରେ ପୁରା ରାଜ୍ୟ ଲକଡାଉନ୍

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନାର ବିସ୍ଫୋଟକ ରୂପ । ଗୋଟିଏ ଦିନରେ ୪୩,୧୮୩ ପଜିଟିଭ୍ ଚିହ୍ନଟ । ମହାରାଷ୍ଟ୍ରରେ ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଚଳିତ ବର୍ଷ ବିଶ୍ୱର ମାତ୍ର ୪ ଟି ଦେଶର ସଂକ୍ରମିତ ସଂଖ୍ୟା ଠାରୁ କିଛି କମ୍ । ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

ଆସାମରେ ଭୋଟ୍ ସରିବା ପରେ ଇଭିଏମକୁ ନେଇ ତେଜିଲା ରାଜନୀତି : ବିଜେପି ପ୍ରାର୍ଥୀଙ୍କ କାରରେ ଇଭିଏମ୍ ଯାଉଥିବା ଭିଡିଓ…

କନକ ବ୍ୟୁରୋ : ଆସାମରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ଇଭିଏମ୍ ମେସିନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଟୁଇଟ୍ କରି ଅଭିଯୋଗ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଆସାମର କରିମଗଂଜ ଅଂଚଳରେ କାରରୁ ମିଳିଲା ଇଭିଏମ୍ । ଗତକାଲି ଆସାମରେ…

ରାଜଧାନୀରେ ବାଘ ଛାଲ ରାକେଟ୍ : ଖୋର୍ଦ୍ଧା ବୋଲଗଡ ଅଂଚଳରୁ ବାଘ ଛାଲ ଜବତ, ୨ ଜଣଙ୍କୁ ଗିରଫ କଲା ଏସଟିଏଫ୍

କନକ ବ୍ୟୁରୋ : ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ ବାଘ ଛାଲ ଜବତ । ଦୁଇ ଅଭିଯୁକ୍ତ ସୁଧିର ବେହେରା ଓ ସୁବାସ ବେହେରାଙ୍କୁ ଗିରଫ କଲା ନୟଗଡ଼ ଏସଟିଏଫ । ବାଘଛାଲ ସମେତ ଶିକାରରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ ହୋଇଛି । ଜବତ ବାଘ ଛାଲର ଅଧିକା ତଦନ୍ତ ନେଇ ରାସାୟନିକ ପରୀକ୍ଷା ପାଇଁ ଡ଼େରାଡ଼ୁନରେ ଥିବା…