Daily Archives

March 30, 2021

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ବିରୋଧ ପ୍ରଦର୍ଶନ : ଓଇଆରସି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି…

କନକ ବ୍ୟୁରୋ : ବିଜୁଳି ଦର ବୃଦ୍ଧି ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ । ଓଇଆରସି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ଜିଲ୍ଲା ବିଜେପି କର୍ମୀ । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୈଳଶ୍ରୀ ବିହାର ସ୍ଥିତ କାର୍ଯ୍ୟାଳୟ ଆଗରେ ପହଂଚି ବିରୋଧ ପ୍ରଦର୍ଶନ…

ଖାଇବା ତେଲର ଅତ୍ୟଧିକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଆଲୋଚନା : କଂଗ୍ରେସର ମୁଲତବୀ ପ୍ରସ୍ତାବ…

କନକ ବ୍ୟୁରୋ : ଖାଇବା ତେଲକୁ ନେଇ ବିଧାନସଭାରେ ଉଦବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି । ଆଲୋଚନାରେ ଭାଗ ନେଇ…

ସାରା ଦେଶରେ କରୋନା ସଂକ୍ରମଣ : ଜାଣନ୍ତୁ କିଭଳି କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦ୍ରୁତବେଗରେ ସଂକ୍ରମିତ…

ସୋମବାର ୬୮ ହଜାରରୁ ଅଧିକ କରୋନା ସଂକ୍ରମଣ ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ଟପିଯାଇଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୫ ଲକ୍ଷରୁ ଅଧିକ ଅଛି । ସୋମବାର ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଗତବର୍ଷ ଅକ୍ଟୋବର ପରେ ପ୍ରଥମ ବୋଲି…

ପିପିଲି ଉପ ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ଦେଖନ୍ତୁ, କିଏ କିଏ ଅଛନ୍ତି…

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । ଏହି ୩୦ ଜଣ ଷ୍ଟାର ପ୍ରଚାରକ ପିପିଲିରେ କ୍ୟାମ୍ପେନିଂ କରିବା ସହିତ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବାକୁ କସରତ କରିବେ । ବିଜେପିର ଏହି ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ…

ସୁଏଜ କେନାଲ ଅଚଳାବସ୍ଥାରେ ଆସୁଛି ସୁଧାର : ଏଭର ଗିଭେନ ଜାହାଜ କେନାଲ ପାର ହେବା ପରେ ଯିବେ ଅଟକିଥିବା ଅନ୍ୟ ଜାହାଜ

କନକ ବ୍ୟୁରୋ : ଇଜିପ୍ଟର ସୁଏଜ କେନାଲରେ ଅଚଳବାସ୍ଥାରେ ସୁଧାର ଆସିଛି । ଗତକାଲି କେନାଲରେ ଫସିଥିବା ତାଇୱାନ ଜାହାଜ ଗନ୍ତବ୍ୟସ୍ଥଳରେ ଯିବା ଆରମ୍ଭ କରିଛି । ହେଲେ ଗତ ୬ ଦିନ ହେଲା ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିବାରୁ କେନାଲର ଦୁଇ ମୁଣ୍ଡରେ ସାଢେ ତିନିଶହରୁ ଅଧିକ ଜାହାଜ…

ମୃତ୍ୟୁ ଏମିତି ବି ଆସେ… ଟ୍ରକକୁ ପଛରୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ବାଇକ୍ , ଚାଲିଗଲା ଜୀବନ, ଅନ୍ୟ ଜଣେ…

କନକ ବ୍ୟୁରୋ: ମୃତ୍ୟୁ ଏମିତିବି ଆସେ । ଆଖି ପିଛୁଳାକେ ଚାଲିଗଲା ଯୁବକଙ୍କ ଜୀବନ । ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ୍ ଭିଜୁଆଲ । ଏକ ଟ୍ରକ୍ ପେଟ୍ରୋଲ ପମ୍ପ ସାମ୍ନାରେ ଗାଡ଼ିଟିକୁ ଅଟକାଇ ରଖିଥିଲା ପୁଣି କେଇ ସେକେଣ୍ଡ ପରେ ଆଉଥରେ ଟ୍ରକ୍ ଟି ଆଗକୁ ବଢ଼ିଥିଲା । କିନ୍ତୁ ଠିକ୍ ଏହି…