Daily Archives

March 20, 2021

ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା । ଖୋଲିବ ରଙ୍ଗ ଦୋକାନ, ଘରେ ପରିବାର ସହ ଖେଳିପାରିବେ ହୋଲି । ଜାଣନ୍ତୁ, କ’ଣ…

କନକ ବ୍ୟୁରୋ: ଗତକାଲି ରାଜ୍ୟରେ ହୋଲି ପାଳନ ଉପରେ କଟକଣା ଲଗାଇଥିଲେ ସରକାର । ଲୋକମାନେ ଏଥର ସର୍ବସାଧାରଣରେ ହୋଲି ପାଳନ କରିପାରିବେନି । କେବଳ ଘର ଭିତରେ ହିଁ ହୋଲି ପାଳନ ହେବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲେ । ଏହାପରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ନିଷ୍ପତ୍ତି…

ଟିକା ନେବାର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

କନକ ବ୍ୟୁରୋ‌: କରୋନା ଭାଇରସ୍‌ ଟିକା ନେବାର ୩ ଦିନ ମଧ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ ଗତ ୧୮ ତାରିଖରେ କରୋନା ଭାଇରସ୍‌ ଟିକା ନେଇଥିବା ବେଳେ ଆଜି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ସେବା,…

ଭାରତ-ଇଂଲଣ୍ଡ ଶେଷ ଟି-୨୦ ମ୍ୟାଚ । ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । 

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଶେଷ ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହି ସିରିଜ ଆଜି ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ଏହି ସିରିଜ…

୨ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ…

ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନାଠୁ ଦୂରରେ ଢେଙ୍କାନାଳର ବାଇସିଙ୍ଗା ଗାଁ । ଏବେ ବି ପାଣି ଟିକେ ପାଇବା ପାଇଁ ଗାଁରେ…

କନକ ବ୍ୟୁରୋ: ସରକାର ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗାଁ ଗାଁରେ ପାନୀୟଜଳ ଯୋଗାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହା କେତେଦୂର ଲୋକଙ୍କ କାମରେ ଲାଗୁଛି ଓ ଲୋକେ କେତେ ଉପକୃତ ହେଉଛନ୍ତି, ନା ଯୋଜନା ବାଟବଣା ହେଉଛି ତାକୁ ଦେଖିବାକୁ କେହି ନାହିଁ । ଯାହାର ଏକ…

ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ଫରେଷ୍ଟ ଫାୟାର ଟାସ୍କଫୋର୍ସର ରିପୋର୍ଟ । ବର୍ତ୍ତମାନ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।

କନକ ବ୍ୟୁରୋ: ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତି ବର୍ତ୍ତମାନ ଆୟତ୍ତାଧୀନ ଅଛି । ଅଳ୍ପକିଛି ଜଙ୍ଗଲ ନିଆଁ ଯାହା ରହିଛି ତାକୁ ଲିଭାଇବା ପାଇଁ କ୍ଷେତ୍ର କର୍ମଚାରୀମାନଙ୍କର ପ୍ରଚେଷ୍ଟା ଜାରି ରହିଛି । ଶନିବାର ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତିକୁ ନେଇ ଏପରି ରିପୋର୍ଟ ଦେଇଛି ଫରେଷ୍ଟ ଫାୟାର ଟାସ୍କ…