Daily Archives

February 8, 2021

ଲୋକସଭା ବୈଠକ ପୂର୍ବରୁ କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିିରୋଧୀ ଦଳର ନେତାଙ୍କ ସହିତ ବୈଠକ କଲେ ରାହୁଲ…

କନକ ବ୍ୟୁରୋ: ଲୋକସଭା ବୈଠକ ପୂର୍ବରୁ ସୋମବାର ଦିନ ରାହୁଲ ଗାନ୍ଧୀ, କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିରୋଧୀଦଳ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ସମେତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଡିଏମକେ ଓ ଅନ୍ୟ କିଛି ଦଳର ନେତା ମାନେ ସାମିଲ ହୋଇଥିଲେ…

ଉତ୍ତରାଖଣ୍ଡ ଚମୋଲିର ଚିତ୍କାର ଦେଖି ମନେପଡିଗଲା ୮ ବର୍ଷ ତଳର କେଦାରନାଥ କଥା । ପ୍ରକୃତିର ପ୍ରଳୟଙ୍କାରୀ ତାଣ୍ଡବ ରୂପ…

କନକ ବ୍ୟୁରୋ : ପ୍ରକୃତିର କରାଳ ରୂପ । ଉତରାଖଣ୍ଡରେ ଜଳପ୍ରଳୟ । ଚାରିଆଡେ କେବଳ ସୁ ସୁ ଗର୍ଜନ ଆଉ ମାଟି ପାଣି ଏକାକାର । ଏହି ଚିତ୍ରରୁ ହିଁ ଆପଣ ବୁଝିପାରୁଥିବେ ଏହା କେତେ ଭୟାନକ ହୋଇଥିବ । ଆଉ କେତେ ଲୋକ ଏଥିରେ ଜୀବନ ହାରିଥିବେ । ପାହାଡ ଉପରୁ ପବନ ବେଗରେ ମାଡି ଆସୁଛି ପାଣି । ଆଉ…

ଭିସା ନେଇ ପାକିସ୍ତାନ ଯାଇଥିବା ୧୦୦ ଯୁବକ ନିଖୋଜ । ଆତଙ୍କୀ ସଂଗଠନରେ ଯୋଗ ଦେଇଥିବା ନେଇ ଆଶଙ୍କା । ଆହୁରି ଏମିତି ବି…

କନକ ବ୍ୟୁରୋ : ପୂର୍ବ ୩ ବର୍ଷ ମଧ୍ୟରେ ଭାରତରୁ ବୈଧ ଭିସା ନେଇ ଅଳ୍ପଦିନ ପାଇଁ ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଯୁବକଙ୍କର ପତ୍ତା ମଳିପାରୁ ନାହିଁ । ଏହାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କତା ଅବଲମ୍ବନ କରିଛି । ସୁରକ୍ଷା ଏଜେନ୍ସି ଆଶଙ୍କା କରିଛି କି ଏହି ଯୁବକ ମାନେ ପାକିସ୍ତାନର…

ଧାନ ବିକିଲେ ଝିଅର ବାହାଘର ହେବ । କିନ୍ତୁ ୨୦ଦିନ ହେଲାଣି ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ, ସାରା ରାତି ଧାନ…

କନକ ବ୍ୟୁରୋ : କୋକସରାରେ ଚାଷୀଙ୍କୁ ଟୋକନ ମିଳିଛି, ଚାଷୀ ଧାନ ଆଣି ମଣ୍ଡିରେ ରଖିଛି । କିନ୍ତୁ ୨୦ ଦିନ ହେଲା ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ । ତେଣୁ ଶୀତ କାକରରେ ଧାନ ଜଗି ରହିଛନ୍ତି ଚାଷୀ । ଡାଲଗୁମା ମଣ୍ଡିରେ ଟାର୍ଗେଟ ଅଭାବରୁ ଧାନ ବିକ୍ରି କରିପାରୁନାହାନ୍ତି ୩୩ଜଣ ଚାଷୀ ।…

ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଘାତକ ବୋଲିଂ । ଦ୍ୱିତୀୟ ଇଂନିସରେ ୧୭୮ ରନରେ ଅଲଆଉଟ ହେଲା ଇଂଲଣ୍ଡ ଦଳ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଚମତ୍କାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୪୬ ଓଭର ଖେଳି ୧୭୮ ରନ କରିବାରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଅଶ୍ୱିନୀ ୬ଟି ୱିକେଟ ହାସଲ କରିଛନ୍ତି ।…

ବୟସ ହୋଇଗଲା ବୋଲି ବୁଢାବାପାକୁ ରାସ୍ତାରେ ଛାଡିଗଲେ ପୁଅବୋହୂ । ଯାତ୍ରା ଦେଖାଇବାକୁ କହି କେନ୍ଦ୍ରାପଡାରୁ ଆଣି କଟକରେ…

କନକ ବ୍ୟୁରୋ: ବାପା ! ଦୁଇଟି ଅକ୍ଷରରେ ସାରା ବିଶ୍ୱ । ବାପା ଗୋଟେ ବିଶ୍ୱାସ ଡାକ, ନିଶ୍ୱାର ନାଁ । ବାପା ଆମ ଜୀବନରେ ବଡ ସେତୁବନ୍ଧ । ଯାହା ଉପରେ ଚାଲି ଆମେ ବଡ ହେଉ, ବଞ୍ଚିବା ଶିଖୁ । ପିଲାବେଳେ ବାପାଙ୍କ ଆଙ୍ଗୁଠି ଧରି ଯେଉଁପିଲା ବାଟଚଲା ଶିଖେ ସେହି ପୁଅ ବଡ ହେଲା ପରେ ବାପାଙ୍କ ହାତ…