Daily Archives

February 3, 2021

‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ । କହିଲେ, ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ…

କନକ ବ୍ୟୁରୋ : ନୂଆଦିଲ୍ଲୀ ଠାରେ ବୁଧବାର ଖଦି ହମାରା ମନ୍ତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଅଭିଯାନ କାର୍ଯ୍ୟକ୍ରମକୁ ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ପହଁଚାଇବା ନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ…

ଖୁବଶୀଘ୍ର ଖୋଲିପାରେ ସ୍କୁଲ, ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରୁଛି ଏସଓପି । ଦୁଇଟି ସିଫ୍ଟରେ ହୋଇପାରେ ପାଠପଢା ।

କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ । ଦୀର୍ଘ ୯ ମାସ ହେଲା କରୋନା…

ଖୋଲିବ କି ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ସାଙ୍ଗରେ ନେଇ ସିନ ରିକ୍ରିଏଟ କଲା ପୋଲିସ । କେମିତି ଆସିଥିଲେ…

କନକ ବ୍ୟୁରୋ : ସେହି ଠିକଣାକୁ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କଢ଼େଇ ନେଉଛି ପୁଲିସ୍, ଯେଉଁଠି ବହୁ ଚର୍ଚ୍ଚିତ ଝରାଫୁଲ ନାୟକଙ୍କ ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା । ଶିବସାଇ ଗେଷ୍ଟ ହାଉସ୍ । ରୁମ୍ ନମ୍ବର ୨୦୧ । ହୁଏତ, ଏମିତି ହାତ ଧରି ଝରାଫୁଲକୁ ଗେଷ୍ଟ ହାଉସ୍ ଭିତରକୁ ନେଇ ଯାଉଥିଲା ରାକେଶ,…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବରରୁ ବିଭିନ୍ନ କେନ୍ଦ୍ର ସରକାରୀ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା…

କନକ ବ୍ୟୁରୋ : ବିଭିନ୍ନ କେନ୍ଦ୍ର ସରକାରୀ ନିଯୁକ୍ତି ପାଇଁ ଆସନ୍ତା ସେପ୍ଟେମ୍ବର ମାସରୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି । ସେ କହିଛନ୍ତି ଯେ, ଜାତୀୟ ନିୟୋଜନ ସଂସ୍ଥା (ଏନଆରଏ) ପକ୍ଷରୁ ସେପ୍ଟେମ୍ବର ମାସଠାରୁ କେତେକ…

ଚାଷୀ ଆନ୍ଦୋଳନକୁ ନେଇ ବିଦେଶରେ ଚର୍ଚ୍ଚା । ପପ ଷ୍ଟାର ରିହାନାଙ୍କ ଟୁଇଟ ପରେ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ…

କନକ ବ୍ୟୁରୋ : ପପ୍ ଷ୍ଟାର ରିହାନା ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ କରିବା ପରେ ସେଲିବ୍ରିଟିଙ୍କ ମଧ୍ୟରେ ଜଙ୍ଗଲର ନିଆଁ ଭଳି ଖେଳିଗଲା । ଏହାପରେ ଜଣକ ପରେ ଜଣେ ଟ୍ୱିଟ କରିବାକୁ ଲାଗିଲେ । ବ୍ରିଟିଶ ସାଂସଦ, କ୍ଲାଉଡିଆ ୱେବ ଲେଖିଛନ୍ତି, ଏହା ଭାରତୀୟ କୃଷକଙ୍କ ଏକତାକୁ ଦର୍ଶାଉଛି । ଧନ୍ୟବାଦ…

ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ କରିଛି ନିର୍ବାଚନ ଯୋଜନା ।

କନକ ବ୍ୟୁରୋ : ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ଯୋଜନା । ଗାଁ ଗୁଡିକ ହେଲା ତଳଗଞ୍ଜେଇ ପବର, ଫଗୁଣ ସିନେରି, ଫାଟୁ ସିନେରି । ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶର ଘୋଷଣା । ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ…