Daily Archives

December 18, 2020

ଜାନୁଆରୀ ୨୦ରେ ଆମେରିକାର ୪୬ତମ ରାଷ୍ଟ୍ରପତିଭାବେ ଶପଥ ନେବେ ବାଇଡେନ । ନୂଆ ସରକାରରେ ଭାରତୀୟ ବଂଶୋଦ୍ଭବଙ୍କୁ…

କନକ ବ୍ୟୁରୋ : ଆସନ୍ତା ଜାନୁଆରି ୨୦ ତାରିଖରେ ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଚଳିତ ସପ୍ତାହରେ ହିଁ ଆମେରିକାର ଇଲେକ୍ଟରାଲ କଲେଜ ଜୋ ବାଇଡେନ ନିର୍ବାଚନରେ ଜିତିଥିବା ଘୋଷଣା କରିଥିଲା । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ…

ଆସନ୍ତାକାଲି ସୋନିଆ ଡାକିଛନ୍ତି କଂଗ୍ରେସର ବୈଠକ । ୧୦ ଜନପଥରେ ସାମିଲ ହେବେ ଦଳର ୨୩ ତୁଙ୍ଗ ନେତା ।

କନକ ବ୍ୟୁରୋ : ଆସନ୍ତାକାଲି କଂଗ୍ରେସର ବସିବ ସାଂଗଠନିକ ବୈଠକ । ସୋନିଆଙ୍କ ନେତୃତ୍ୱରେ ହେଉଥିବା ବୈଠକକୁ ଦଳର ସମସ୍ତ ତୁଙ୍ଗ ନେତାଙ୍କୁ ଡାକରା ମିଳିଛି । କୁହାଯାଉଛି ଏହି ବୈଠକରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ଚର୍ଚା ହେବ । ଏବେ ସୋନିଆଙ୍କ ହାତରେ ରହିଛି ଦଳର ନେତୃତ୍ୱ । ପୁଣି ଥରେ…

ଆତଙ୍କରେ ଜିଉଁଛି ପାକିସ୍ତାନ । ୟୁଏଇରେ ପ୍ରତିକ୍ରିୟା ରଖିଲେ ପାକ୍ ବୈଦେଶିକ ମନ୍ତ୍ରୀ । କହିଲେ, ପୁଣି ସର୍ଜିକାଲ…

କନକ ବ୍ୟୁରୋ : ଆତଙ୍କିତ ପାକିସ୍ତାନ । ଆଉ ଥରେ ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍ । ଏଭଳି ଆଶଙ୍କା ପ୍ରକାଶ କରି ଭୟଭୀତ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ । ଶୁକ୍ରବାର ୟୁଏଇରେ ସେ କହିଛନ୍ତି ଭାରତ ଦ୍ୱାରା ଆଗାମୀ…

ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା । ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀ ମନ୍ଦିର । ଡିସେମ୍ବର…

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀଙ୍କ ମନ୍ଦିର । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଜିଲ୍ଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ମଧ୍ୟ ୩ ତାରିଖରୁ ଖୋଲିବ । ୭ ଦିନ ମଧ୍ୟରେ ମନ୍ଦିର ଖୋଲିବା ନେଇ ପ୍ରସ୍ତୁତ ହେବ ମାର୍ଗଦର୍ଶିକା । କୋଭିଡକୁ ଦୃଷ୍ଟିରେ…

କଟକରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ? ପୋଲିସର ଛାନଭିନ୍…

କନକ ବ୍ୟୁରୋ: ବନ୍ଦ ଘରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର । କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀର ଏକ ଘର ଭିତରୁ ଉଦ୍ଧାର । ବନ୍ଦ ଘର ଭିତରେ ମାଆ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତଳେ ତାର ଝିଅ ପଡିଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଆଝିଅଙ୍କ ମୃତ୍ୟୁ…

ପଶ୍ଚିମବଙ୍ଗରେ ବଢୁଛି ଟିଏମସି ବିଧାୟକଙ୍କ ଇସ୍ତଫା ଧାରା । ୨ ଦିନ ଭିତରେ ଦଳରୁ ୩ ବିଧୟକଙ୍କ ଇସ୍ତଫା । ଶୁଭେନ୍ଦୁ,…

କନକ ବ୍ୟୁରୋ : ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନ ଆଗରୁ ଜଣକ ପରେ ଜଣେ ବିଧାୟକ ତୃଣମୂଳ କଂଗ୍ରେସ ଛାଡିବା ମମତାଙ୍କ ଚିନ୍ତା ବଢାବ ନିଶ୍ଚୟ । ଏହି ଇସ୍ତଫା ଧାରା ସ୍ପଷ୍ଟ କରୁଛି ଟିଏମସି କ୍ୟାମ୍ପରେ ସବୁକିଛି ଠିକ୍ ଚାଲିନାହିଁ । ଡିସେମ୍ୱର ୧୬ ତାରିଖ ।…