Daily Archives

December 10, 2020

ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ : ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ । ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ । ଅତିଥିଙ୍କ ଭିତରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ରାଜନୈତିକ ଦଳର ମୁଖ୍ୟ । ତେବେ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦି ଡିଜିଟାଲ…

୨୦୨୧ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା । କହିଲେ ପରୀକ୍ଷାର ଯଥେଷ୍ଟ ଆଗରୁ ଘୋଷଣା ହେବ ତାରିଖ

କନକ ବ୍ୟୁରୋ : ପୂର୍ବ ନିର୍ଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ ୨୦୨୧ ନିଟ୍ ପରୀକ୍ଷା । ଏନେଇ ଆସୁଥିବା ଗୁଜବକୁ ଖଣ୍ଡନ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ । ଏନେଇ ଶ୍ରୀ ପୋଖରିୟାଲ ଏକ ୱେବିନର ଜରିଆରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି କହିଛନ୍ତି କି ‘୨୦୨୧…

ନୂଆବର୍ଷରୁ ଆରମ୍ଭ ହେବ କଲେଜ ! ୭୦, ୮୦ ଦିନ କ୍ଲାସରେ ପାଠ ପଢାଇବା ପରେ କରାଯିବ ପରୀକ୍ଷା

କନକ ବ୍ୟୁରୋ : ନୂଆ ବର୍ଷରୁ ଆରମ୍ଭ ହୋଇପାରେ କଲେଜ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଏନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଂଚିବ । ୭୦, ୮୦ ଦିନ ପାଠ କ୍ଲାସରେ…

ସମବାୟ ବ୍ୟାଙ୍କ ଘେରିଲେ ଶତାଧିକ ମହିଳା : ଚାଷୀଙ୍କ ଜାଲ୍ ଦସ୍ତଖତ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

କନକ ବ୍ୟୁରୋ : ଜଗତସିଂହପୁରର ଏରସମା କଟକ ସମବାୟ ବ୍ୟାଙ୍କ ଘେରାଉ କଲେ ଶତାଧିକ ମହିଳା । ସ୍ଥାନୀୟ କୃଷକଙ୍କ ଜାଲି ଦସ୍ତଖତ ବଳରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ବ୍ୟାଙ୍କରୁ ନେଇଥିବା ଋଣ ଦୁଇ ଗୁଣ ହୋଇଯାଇଥିବା ଜାଣିବା ପରେ ବ୍ୟାଙ୍କ…

ନିଖୋଜ ଯୁବକଙ୍କ ଶବ କୂଅରୁ ଉଦ୍ଧାର ପରେ ତାତିଲେ ଲୋକେ : ହତ୍ୟା ଅଭିଯୋଗରେ କାମାକ୍ଷାନଗର ବାଇସିଙ୍ଗାରେ ଉତ୍ତେଜନା

କନକ ବ୍ୟୁରୋ : ନିଖୋଜ ଯୁବକଙ୍କ ଶବ କୁଅରୁ ଉଦ୍ଧାର ପରେ ତାତିଲେ ଗ୍ରାମବାସୀ । ହତ୍ୟା ଅଭିଯୋଗ ଆଣି ପ୍ରତିବାଦରେ କାମାକ୍ଷାନଗର ବାଇସିଂଗା ଠାରେ ୫୩ ନଂବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼…

ପରୀ ଗାଁ ନୟାଗଡ ଯଦୁପରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ : ପରୀର କହିଲେ, ନ୍ୟାୟ ନିମିଳିବା ଯାଏ…

କନକ ବ୍ୟୁରୋ : ପରୀ ଗାଁରେ ରାଜ୍ୟ ବିଜେପିର ନୂଆ  ପ୍ରଭାରୀ ପୁରନ୍ଦେଶ୍ୱରୀ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ନୟାଗଡର ଯଦୁପୁରରେ ପହଚିଂ ପରୀ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ସହ ପରୀ ମୃତଦେହ ମିଳିିଥିବା ସ୍ଥାନକୁ ଯାଇ…