Daily Archives

November 14, 2020

ବିରଜୁ ବଖାଣିଲେ ପାକିସ୍ତାନ ଜେଲରେ ନିର୍ଯାତନାର କାହାଣୀ : ଅନ୍ଧାର କୋଠରୀ ଭିତରେ ମରାଯାଉଥିଲା ଚାବୁକ୍

କନକ ବ୍ୟୁରୋ : ବିରଜୁବ ଖାଣିଛନ୍ତି ପାକିସ୍ତାନ ଜେଲରେ ନିର୍ଯାତନାର କାହାଣୀ । ଅନ୍ଧାର କୋଠରୀ ଭିତରେ କେମିତି ଚାବୁକ୍ ମରାଯାଉଥିଲା, ତାହା କ୍ୟାମେରା ଆଗରେ କହିଛନ୍ତି । ରାଂଚିରୁ ପାକିସ୍ତାନ ପହଂଚିଯିବାର ପୁରା କାହାଣୀ ବୟାନ କରିଛନ୍ତି । ଠିକ୍ ସବୁ କଥା ମନେ ପକାଇପାରୁନଥିଲେ ବି ଯେଉଁ…

ସୀମାରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି: ରାଜସ୍ଥାନ ଜୈସଲମେରରେ ସେନା ସହ ଦୀପାବଳି ପାଳନ କରୁଛନ୍ତି…

କନକ ବ୍ୟୁରୋ: ଦିପାବଳି ପାଳିବାକୁ ବର୍ଡରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିବର୍ଷ ଭଳି ଏବର୍ଷ ବି ଜବାନଙ୍କ ସହ ଦିପାବଳୀ ପାଳିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ରାଜସ୍ଥାନର ଜୈସଲମେର ବର୍ଡରରେ ପହଂଚି ସାରିଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ସହ ସିଡିଏସ ବିପିନ୍ ରାୱତ,…

ବ୍ରହ୍ମଗିରି ତିତିପ ଗାଁରେ ଭୟାବହ ଅଗ୍ନିକାଣ୍ଡ : ଆସବାବ ପତ୍ର, ସୁନା ଗହଣା, ଧାନ ଚାଉଳ ପୋଡ଼ି ପାଉଁଶ; ନିଆଁ ଲାଗିବାର…

କନକ ବ୍ୟୁରୋ : ବ୍ରହ୍ମଗିରି ତିତିପ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ବଖରା ଘର ଜଳିଯିବା ସହ ସମସ୍ତ ଆସବାବ ପତ୍ର, ସୁନା ଗହଣା, ଧାନ ଚାଉଳ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ରହିଥିଲା ଯେ ଘରେ ବନ୍ଧା ହୋଇଥିବା ଦୁଇଟି ଗାଇ ଗୋରୁ ଜିଅନ୍ତା…

ଆନନ୍ଦର ପର୍ବ ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: ବାଣ ନଫୁଟାଇ କେବଳ ଦୀପ ଜଳାଇ ଦୀପାବଳି…

କନକ ବ୍ୟୁରୋ: ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶର ଆଲୋକରେ ସମସ୍ତଙ୍କ ଜୀବନକୁ ଉଦ୍ଭାସିତ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା ଏବଂ ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଂଚାଇବା ବୋଲି…

ଶେଷରେ ଆମେରିକାର ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲା ଚୀନ । ଗତ ୯ତାରିଖରେ ଅଭିନନ୍ଦନ…

କନକ ବ୍ୟୁରୋ: ଶେଷରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଜୋ ବିଡେନ ଓ କମଲା ହାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଗତ ନଭେମ୍ୱର ୯ ତାରିଖରେ ଅଭିନନ୍ଦନ ଜଣାଇବାକୁ ମନା କରିଦେଇଥିଲେ ଚୀନ୍ ରାଷ୍ଟ୍ରପତି । ଆମେରିକା ନିର୍ବାଚନର ଫଳାଫଳ ଦେଶର…

ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡ଼ା ଚାଷ: କଳା କଡକନାଥ କୁକୁଡା ଚାଷ ପାଇଁ ୨ ହଜାର ଚିଆଁ କରିଛନ୍ତି ବରାଦ; ଆଇପିଏଲ…

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ସବୁଠୁ ଅଧିକ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡା ଚାଷ । କଥାଟି ଶୁଣି ଆପଣଙ୍କୁ ଅଜବ ଲାଗିପାରେ । ମାତ୍ର ଏହା ସତ । ଖୁବ୍ଶୀଘ୍ର ଧୋନୀଙ୍କ ପ୍ରସ୍ତାବିତ ଜୈବିକ କୁକୁଡା ଫାର୍ମରୁ ମିଳିବ କଳା କଡକନାଥ କୁକୁଡା । ରାଂଚିରେ ପ୍ରସ୍ତୁତ…