କନକ ବ୍ୟୁରୋ : ରାଜ୍ୟରେ ଆଜିଠାରୁ ଲକଡାଉନ ଓ ସଟଡାଉନ ରହିବନି ବୋଲି ଘୋଷଣା ହୋଇଛି । କିନ୍ତୁ ପୁଲିସ ଏହାକୁ ମାନୁନି । ଆଜି ଭୁବନେଶ୍ୱରରେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱରରେ ଅଚାନକ ଚଢାଉ କରିଛି କ୍ୟାପିଟାଲ ଥାନା ପୁଲିସ । ଏକ ଜଳଖିଆ ଦୋକାନା ଉପରେ ଏହି ଚଢାଉ କରି ୨ ଶହ ଟଙ୍କା ଫାଇନ ଆଦାୟ କରିଛି ।
ଗତକାଲି ରାତିରେ ଆଜିଠାରୁ ଲକଡାଉନ ରହିବ ନାହିଁ ବୋଲି ଗତକାଲି ଘୋଷଣା କରିଥିଲା । ହେଲେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠିଛି ।