Daily Archives

May 14, 2020

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଅନ୍ୟ ରାଜ୍ୟରେ ଫଶି ରହିଥିବା ପ୍ରବାସୀଙ୍କ ପାଇଁ ଗଡିବ ୧୦୫ଟି ଅତିରିକ୍ତ…

କନକ ବ୍ୟୁରୋ: କରୋନା ସଂକଟ ଭିତରେ ଦେଶର ବିଭିନ୍ନ ପ୍ରାନ୍ତରେ ଫଶିରହିଛନ୍ତି ପ୍ରାୟ ହଜାର ହଜାର ସଂଖ୍ୟାର ପ୍ରବାସୀ ଶ୍ରମିକଙ୍କ ସହ ଅନେକ ଲୋକ । ସେହିଭଳି ପଶ୍ଚିମବଙ୍ଗର ଯେଉଁ ଲୋକମାନେ ରାଜ୍ୟ ବାହାରେ ଫସି ରହିଛନ୍ତି । ସେମାନଙ୍କୁ ସ୍ୱରାଜ୍ୟ ଫେରାଇ ଆଣିବାକୁ ୧୦୫ଟି ଅତିରିକ୍ତ ଟ୍ରେନ…

ଓଡିଶା କରୁଛି କରୋନା ମୁକାବିଲା: ହେଲେ ଲୋକଙ୍କୁ ସହଯୋଗ କରୁଥିବା ୧୦୪ ହେଲ୍ପ ଲାଇନ୍ ନମ୍ବରକୁ ଆସୁଛି ମିଛ କଲ;…

କନକ ବ୍ୟୁରୋ: କରୋନାକୁ ଯେତେବେଳେ ସାରା ଓଡ଼ିଶା ସଂଘର୍ଷ କରୁଛି, ଠିକ୍ ସେତେବେଳେ କିଛି ଅସାମାଜିକ ବ୍ୟକ୍ତି କିଭଳି ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରିଦେଉଛନ୍ତି, ତାର କିଛି ଉଦାହରଣ ସାମ୍ନାକୁ ଆସିଛି । କରୋନା ସହାୟତା ପାଇଁ ରାଜ୍ୟ ସରକାର ଜାରି କରିଥିବା ୧୦୪ ହେଲ୍ପ ଲାଇନ୍ ନମ୍ବରକୁ ମିଛ…

୧୮ ଓ ୧୯ ରେ ପ୍ରବଳ ବର୍ଷା: ୧୬ ସନ୍ଧ୍ୟାରେ ସାମୂଦ୍ରିକ ଝଡ଼ର ରୂପ ନେଇପାରେ ଲଘୁଚାପ; ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଆଡକୁ…

କନକ ବ୍ୟୁରୋ: ୧୮ ଓ ୧୯ ରେ ହେବ ପ୍ରବଳ ବର୍ଷା । ୧୬ ରେ ଏହା ବାତ୍ୟାରେ ପରିଣତ ହେବ। ୧୮ ଓ ୧୯ ରେ ଏହା ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ୧୮ ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ୧୯ ରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ତେବେ ଦକ୍ଷିଣ ପୂର୍ବ- ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଲାଗି…

ଶ୍ରମିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗରେ ଫସିଲେ ବାଲିଆପାଳ ବିଡିଓ: ଘଟଣାର ରିପୋର୍ଟ ଦେବାକୁ ପଂଚାୟତରାଜ ବିଭାଗର…

କନକ ବ୍ୟୁରୋ: ଫସିଲେ ବାଲିଆପାଳ ବିଡିଓ । ଶ୍ରମିକଙ୍କୁ ଦୁର୍ବ୍ୟବହାର ନେଇ ପ୍ରସଙ୍ଗରେ ତଦନ୍ତ କରି ରିପୋର୍ଟ ଦେବାକୁ ପଂଚାୟତିରାଜ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ । ଏହି ସମୟରେ ପ୍ରଶାସନିକ ଅଧିକାରୀଙ୍କ ଏପରି…

ସହର ଶୋଇଛି, ମାଫିଆ ମାତିଛି : ରାତି ଅଧରେ ନଦୀ ପଠାରୁ ହେଉଛି ଟନ ଟନ ବାଲି ଚାଲାଣ, ଜଗତସିଂହପୁର ଆଳିପିଙ୍ଗଳ ନଦୀ…

କନକ ବ୍ୟୁରୋ : କରୋନ କଟକଣା କାହା ପାଇଁ ସର୍ବନାଶ ତ ଆଉ କାହା ପାଇଁ ପୌଷ ମାସ । ତାଲାବନ୍ଦ ଯୋଗୁଁ ଅନେକ ଜୀବିକା ହରାଇ ପେଟପାଟଣା ଚିନ୍ତାରେ ଘାରି ହେଉଛନ୍ତି । ହେଲେ ବିଭିନ୍ନ ଚୋରା କାରବାର କରୁଥିବା ମାଫିଆଙ୍କୁ ବେଶ ସୁହାଇଛି ଏହି ଲକଡାଉନ୍ । ତାଲାବନ୍ଦର ଫାଇଦା ଉଠାଇ ଜଗତସିଂହପୁର…

ବଢ଼ିବ କୋଭିଡ଼୍ ବେଡ଼୍ ସଂଖ୍ୟା । ଦିନକୁ ହେବ ୧୫ ହଜାର କରୋନା ଟେଷ୍ଟ । ମନ୍ତ୍ରିସ୍ତରୀୟ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଦିନକୁ ଏବେ ହେବ ୧୫ ହଜାର କରୋନା ଟେଷ୍ଟ । ଆନ୍ତମନ୍ତ୍ରୀସ୍ତରୀୟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ ମନ୍ତ୍ରୀ ନବ ଦାସ । ବେସରକାରୀ ହସ୍ପିଟାଲରେ କୋଭିଡ ପରୀକ୍ଷାକୁ ମଧ୍ୟ ଅନୁମତି ଦିଆଯିବ । ବଲାଙ୍ଗୀରରେ ୧୬ ତାରିଖରେ ଓ କୋରାପୁଟରେ ୨୩ ତାରିଖରେ ଓ ବାରିପଦା ମେଡିକାଲ…