Daily Archives

May 14, 2020

କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ପଜିଟିଭ୍ । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ ନୂଆ…

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ କେନ୍ଦ୍ରାପଡ଼ାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୨୨ରେ ପହଞ୍ଚିଥିବା ବେଳେ ରାଜ୍ୟରେ ୬୨୪ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତ ସଂଖ୍ୟା । କେନ୍ଦ୍ରାପଡ଼ାରୁ ଆଜି ଚିହ୍ନଟ ହୋଇଥିବା ସମସ୍ତ…

ଜୁନ୍ ୩୦ ଯାଏଁ ସମସ୍ତ ଟିକେଟ୍ ରଦ୍ଦ କଲା ରେଲୱେ: ମାତ୍ର ଶ୍ରମିକ ତଥା ସ୍ପେଶାଲ ଟ୍ରେନ୍ ଉପରେ ପଡିବନି କୌଣସି ପ୍ରଭାବ;…

କନକ ବ୍ୟୁରୋ: ରଦ୍ଦ ହେଲା ରେଳ ଟିକେଟ । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଟିକେଟ ରଦ୍ଦ କଲା ରେଳ ମନ୍ତ୍ରାଳୟ । କରୋନା ଭାଇରସ ମହାସଂକଟ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ରେଳ ସେବା । ମାତ୍ର ବର୍ତ୍ତମାନ ଶ୍ରମିକ ଏବଂ କିଛି ସ୍ୱତନ୍ତ୍ର ଟ୍ରେନ ହିଁ ଚଳାଚଳ କରୁଛି । ତେବେ ଏସବୁ ଭିତରେ…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ: କାଲି ନେବ ଅବପାତର ରୂପ; ୧୬ ସନ୍ଧ୍ୟାରେ ସାମୂଦ୍ରିକ ଝଡ଼ର ରୂପ…

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ- ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୁତ ହେଉଛି । ଏହି ଲଘୁଚାପ ବଳୟ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତି ଅଂଚଳରେ ୱେଲମାର୍କ-ଲୋ-ପ୍ରେସର ରୁପ ନେଇଛି । ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୁପ…

ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିନାହିଁ କି ୨-୨ ହଜାର ଟଙ୍କା? ତେବେ ଏହି ନମ୍ବରରେ କରନ୍ତୁ ମାତ୍ର ଗୋଟିଏ କଲ୍, ତୁରନ୍ତ…

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ମୋଦି ସରକାର ଦେଶର ଗରିବ ତଥା ଚାଷୀମାନଙ୍କ ପାଇଁ ରାସନ ସହ ପ୍ରଦାନ କରିଛନ୍ତି ଆର୍ଥିକ ସହାୟତା । ଅର୍ଥିମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁସାରେ, ପିଏମ କିଷାନ ଯୋଜନା ଅନୁଯାୟୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସରକାରଙ୍କ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କଡା ଚେତାବନୀ: କରୋନା ମହାମାରୀର କେବେ ଅନ୍ତ ନାହିଁ ! ଏଚଆଇଭି ଭଳି ଆମକୁ କରୋନା ସହ ବି…

କନକ ବ୍ୟୁରୋ: କରୋନାର କେବେ ଅନ୍ତ ହେବ ନାହିଁ ! ଆମକୁ କରୋନାକୁ ନେଇ ବଂଚିବା ଶିଖିବାକୁ ପଡିବ...ବିଶ୍ୱବ୍ୟାପୀ କରୋନା ମହାମାରୀକୁ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଡବ୍ଲୁଏଚଓର ଏଭଳି ଚେତାବନୀ ସମସ୍ତଙ୍କ ଆଶା ଓ ଭରସାକୁ ଦୋହଲାଇ ଦେଇଛି । କରୋନା ଲଢେଇରେ ବିଜୟୀ ହେବା ପାଇଁ ଯେଉଁଠି ବିଶ୍ୱର…

ଲମ୍ବା ରାସ୍ତା ଯିବାକୁ ଥିଲା, କିନ୍ତୁ ପାଖରେ ଟଙ୍କା ନଥିଲା । ଭିଟାମାଟି ଫେରିବାର ମୋହ ଆଗରେ ହାରିଗଲା ପ୍ରତିବନ୍ଧକ ।…

କନକ ବ୍ୟୁରୋ : ମହାରାଷ୍ଟ୍ରରୁ ସାଇକେଲରେ ବାହାରି ନୂଆପଡାରେ ପହଂଚିଲେ ୬ ଶ୍ରମିକ । ସାରା ଦେଶରେ ତାଲା ବନ୍ଦ ଚାଲିଥିବା ବେଳେ ଆଉ କିଛି ଉପାୟ ପାଇ ନିଜ ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ ଏମାନେ । ମେ ୬ ତାରିଖରେ ମହାରାଷ୍ଟ୍ରରୁ ବାହାରି ମେ ୧୨ ତାରଜ୍ଲେ ନୂଆପଡାରେ ପହଂଚିଥିଲେ । ଯାତ୍ରା…