Daily Archives

January 15, 2020

ମହଙ୍ଗା ପଡିଲା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର । ଅଫ-ରୋଷ୍ଟର ହେଲେ ଇଣ୍ଡିଗୋ ପାଇଲଟ୍

କନକ ବ୍ୟୁରୋ : ଜଣେ ମହିଳା ଯାତ୍ରୀ ଏବଂ ହୁଇଲ୍-ଚେୟାର୍ ବସିଥିବା ତାଙ୍କ ୭୦ ବର୍ଷୀୟ ମାଆଙ୍କୁ ହଇରାଣ ଏବଂ ଦୁର୍ବ୍ୟବହାର କରିଥିବା ଇଣ୍ଡିଗୋ ଏୟାରଲାଇନ ପାଇଲଟଙ୍କୁ ‘ଅଫ୍-ରୋଷ୍ଟର୍’ ( କାର୍ଯ୍ୟରୁ ଅନ୍ତର) କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ହୋଇଛି। ମହିଳାଜଣକ ଏ…

ବରଫପାତ ଭିତରେ କଷ୍ଟ ପାଉଥିବା ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ହୋଇ ଆସିଲେ ୧୦୦ ଯବାନ : ବରଫ ପାହାଡରେ ୪ ଘଣ୍ଟା ଚାଲି…

ଜମ୍ମୁ-କାଶ୍ମୀରରେ ଭୀଷଣ ବରଫପାତ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଧାରଣ ସେବା ପାଇଁ ବି ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଲୋକଙ୍କ ଏହି ସଂଘର୍ଷପୂର୍ଣ୍ଣ ସମୟରେ ଭାରତୀୟ ସେନା ଛାଇ ଭଳି ଲୋକଙ୍କ ସାଙ୍ଗରେ ରହି ଯଥାସମ୍ଭବ ସାହାଯ୍ୟ କରୁଛନ୍ତି । ଏହାର…

ଅସହାୟଙ୍କ ପାଇଁ ଦେବଦୂତ ଅନୀଲ ମହାନ୍ତ…ଫୋନ କଲେ ଆମ୍ବୁଲାନ୍ସ ଧରି ହୋଇଯାଆନ୍ତି ହାଜର…ଦୁର୍ଘଟଣା ହେଉ କି…

କନକ ବ୍ୟୁରୋ: #୯୩୩୭୫୭...। ନିର୍ଦ୍ଦିଷ୍ଟ ଏକ ମୋବାଇଲ୍ ନମ୍ବରରେ ଫୋନ୍ କଲେ ହାଜର ହୋଇଯା’ନ୍ତି ସେ। ଦୁର୍ଘଟଣା ହେଉ କି, ପ୍ରସବ ବେଦନା ଅବା ଗୁରୁତର ଅସୁସ୍ଥତା, ନିଜ ଆମ୍ବୁଲାନ୍ସରେ ବୋହି ଡାକ୍ତରଖାନାରେ ପହଞ୍ଚାନ୍ତି। ଏହିଭଳି ଭାବେ ସେ ୧୦ହଜାର ରୋଗୀଙ୍କ ଜୀବନ ବଞ୍ଚାଇ ସାରିଲେଣି।…

ନିର୍ଭୟା ଦୋଷୀଙ୍କ ଫାଶୀରେ ହୋଇପାରେ ବିଳମ୍ବ । ରାଜକ୍ଷମା ଆବେଦନ ନିଷ୍ପତି ପରେ ମିଳିବ ୧୪ ଦିନ । ଏଏସଜି ଓ ଦିଲ୍ଲୀ…

କନକ ବ୍ୟୁରୋ: ନିର୍ଭୟା ସୈତାନଙ୍କ ଫାଶୀରେ ହୋଇପାରେ ବିଳମ୍ବ । ଆସନ୍ତା ୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । କାରଣ ଦୋଷୀ ମୁକେଶ କୁମାରର ଆବେଦନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଚାଲିଛି ଶୁଣାଣି । ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇବା ନେଇ ଦୋଷୀ ମୁକେଶ ହାଇକୋର୍ଟରେ…

କେମିତି ରହିବ ବଜେଟର ରୂପରେଖ? ବସିଲା ପ୍ରାକ୍ ବଜେଟ ପରାମର୍ଶ ବୈଠକ, ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ…

କନକ ବ୍ୟୁରୋ: ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ । ଏଥିପାଇଁ ଭୁବନେଶ୍ୱର ଅତିଥି ଭବନରେ ଆଜି ବସିଛି ପ୍ରାକ୍ ବଜେଟ ପରାମର୍ଶ ବୈଠକ । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅଧ୍ୟକ୍ଷତାରେ ବୈଠକ ବସିଛି । ଅର୍ଥ ସଚିବ, ପୂର୍ବତନ…

ଖୋର୍ଦ୍ଧା ଅଟ୍ରିର ପବିତ୍ର କୁଣ୍ଡ : ବିଶ୍ୱାସ ରହିଛି ବୁଡ଼ ପକାଇଲେ ହୁଏ ସନ୍ତାନ ପ୍ରାପ୍ତି , ମକର ସଂକ୍ରାନ୍ତି ପାଇଁ…

ଆଜି ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି । ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ ।…