Daily Archives

January 15, 2020

ରାଜଧାନୀରେ ପୁଲିସ ଉପସ୍ଥିତିରେ ଶିଖ୍ ଯୁବକଙ୍କୁ ମାଡ ଘଟଣାରେ ସରକାରଙ୍କୁ ଘେରିଲା କଂଗ୍ରେସ। କହିଲା, ଭାରପ୍ରାପ୍ତ…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଲିସ ଉପସ୍ଥିତିରେ ଶିଖ ଯୁବକଙ୍କୁ ମାଡ ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ସେପଟେ ଏହି ଘଟଣାରେ ପୋଲିସ କମିଶନର ଓ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ପୋଲିସର ଖାମଖିଆଲ ମନୋଭାବ ଲାଗି ଗୃହମନ୍ତ୍ରୀ , ଗୃହରାଷ୍ଟ୍ରମନ୍ତ୍ରୀ, ପୋଲିସ କମିଶନର, ଡିଜିପି…

କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ? ସଭାପତି ପଦ ପାଇଁ ୧୭ରେ ପଡିବ ଭୋଟ୍ । ସେହିଦିନ ହିଁ ବାହାରିବ ଫଳାଫଳ

କନକ ବ୍ୟୁରୋ: କିଏ ହେବ ବିଜେପିର ରାଜ୍ୟ ସଭାପତି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରାଜ୍ୟ ବିଜେପି ସଭାପତି ପଦ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ ହେବ । ଆଉ ସେହିଦିନ ହିଁ ଦିନ ସାଢେ ଗୋଟାଏରେ ଫଳାଫଳ ବାହାରିବ । ୧୬ ତାରିଖ ନାମାଙ୍କନ ଦାଖଲ ହେବ । ୩ଟାରୁ ୪ଟା ଭିତରେ ନାମାଙ୍କନ…

ପ୍ରବାସୀ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି । ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦାଦନ…

କନକ ବ୍ୟୁରୋ: ଦାଦନ ଶ୍ରମିକ ରୋକିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ୧୧ଟି ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ପାଇଁ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ମାନଦଣ୍ଡ ଓ ଜୀବନଜୀବିକାର ସ୍ୱଚ୍ଛଳତା ନିମନ୍ତେ ରାଜ୍ୟର…

ସଂଘର୍ଷକୁ କିଭଳି କରାଯାଏ ସାମ୍ନା, ଶିଖାଇଲା ସୋମା…ବାପାମାଆ ଚାଲିଗଲା ପରେ ସୋମା ସମ୍ଭାଳିଛି ପରିବାରର…

କନକ ବ୍ୟୁରୋ: ସ୍ୱଳ୍ପ ବୟସରେ ପରିବାରର ମୁଖିଆ ସାଜିଛି ଆଦିବାସୀ ଛାତ୍ର । ପାଠ ପଢିବା ସହ ହସି ହସି କୁନି କାନ୍ଧରେ ବୋହି ଚାଲିଛି ୪ ଭାଇ, ଭଉଣୀଙ୍କ ବୋଝ । ତଥାପି ପେଟ ଭର୍ତ୍ତି ଖାଇବାକୁ ମିଳୁ ନଥିବା ବେଳେ ଭୋକରେ କାଟିବାକୁ ପଡୁଛି ଗୋଟେ ଗୋଟେ ଦିନ । ତେବେ ଯାହା କିଛି ସରକାରୀ ସହାୟତା…

ସୁନ୍ଦରଗଡରୁ ଆସିଲା ମଜାଦାର ଚିତ୍ର । ଗୋଟିଏ ବାଉଁଶରେ ଉଡୁଛି ୩ ରାଜନୈତିକ ଦଳର ପତାକା । କାରଣ ଜାଣିଲେ ତାଜୁବ୍…

କନକ ବ୍ୟୁରୋ: ଆଜି ସୁନ୍ଦରଗଡରୁ ଆସିଲା ଏକ ମଜାଦାର ଚିତ୍ର । ବାଉଁଶ ଗୋଟିଏ କିନ୍ତୁ ସେଥିରେ ରହିଛି ତିନୋଟି ପତାକା । ଆଉ ଏହି ତିନି ପତାକା ରହିଛି ତିନି ରାଜନୈତିକ ଦଳର । ସବୁ ଉଡୁଛିଗୋଟିଏ ସ୍ଥାନରେ ରାସ୍ତା ମଝିରେ , ତା ପୁଣି ବାଉଁଶରେ । ଗୋଟିଏ ବାଉଁଶରେ କାହିଁକି ତିନି ରାଜନୈତିକ ଦଳର…

ସେନାକୁ ସଲାମ୍ : ଆଜି ହେଉଛି ସ୍ଥଳସେନାର ୭୨ ତମ ପ୍ରତିଷ୍ଠା ଦିବସ , ନୂଆଦିଲ୍ଲୀରେ ଭବ୍ୟ ପରେଡର ଆୟୋଜନ

ସାରା ଦେଶରେ ମକର ସଂକ୍ରାନ୍ତିର ଉତ୍ସବ ଚାଲିଥିବା ବେଳେ ଭାରତୀୟ ସେନା ମଧ୍ୟ ଉତ୍ସବ ପାଳନ କରୁଛି । ୧୫ ଜାନୁଆରୀ ସକାଳ ସାରା ଦେଶରେ ରଙ୍ଗବେରଙ୍ଗର ଗୁଡି ଉଡୁଥିବା ବେଳେ ସେନା ମଧ୍ୟ ତ୍ରିରଙ୍ଗାକୁ ଉଡାଇ ଉତ୍ସବ ପାଳିଛି । ଦୁଇ ଦୁଇଟି ପର୍ବକୁ ସାରା ଦେଶ ପାଳନ କରୁଛି । ଖାଲି ମକର ସଂକ୍ରାନ୍ତି…