Daily Archives

December 24, 2018

୧୧ କୋଟିରେ କିିଣା ହେଲା ୩୦ ବର୍ଷ ପୁରୁଣା ଚର୍ଚ୍ଚ, ଭକ୍ତଙ୍କ ପାଇଁ ଏହା ବନିବ ଭବ୍ୟ ମନ୍ଦିର

ଆମେରିକାର ଭର୍ଜିନିଆ ସହରର ପୋଟର୍ସମାଉଥ ଠାରେ ଥିବା ଏକ ୩୦ ବର୍ଷର ପୁରୁଣା ଚର୍ଚ୍ଚ ଖୁବ୍ ଶୀଘ୍ର ଏକ ହିନ୍ଦୁ ମନ୍ଦିରରେ ପରିଣତ ହେବାକୁ ଯାଉଛି। ଚର୍ଚ୍ଚର ଆବଶ୍ୟକ ପରିବର୍ତ୍ତନ କରାଯାଇ ମନ୍ଦିରର ରୂପରେଖ ଦିଆଯିବା ପରେ ସେଠାରେ ସ୍ୱାମୀ ନାରାୟଣଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ…

“ପ୍ରଭାବ ପଡିବନି” ! ମାପିଚୁପି କହିଲେ ମୋଦି, ମାପିଚୁପି କହିଲା ବିଜେଡି ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଓଡିଶା ବାସିଙ୍କୁ ଅନେକ ସୁବିଦା ସୁଯୋଗ ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରାଜ୍ୟ…

ହିନ୍ଦୀରେ ‘ବାହୁବଳୀ’ ବନିଲେ, ପ୍ରଭାସଙ୍କ ‘ଦେବସେନା’ ହେବେ ଦୀପିକା ପାଦୁକୋଣ । ନିର୍ଦ୍ଦେଶକ ରାଜାମୌଲୀ କଲେ ଘୋଷଣା

ନିର୍ଦ୍ଦେଶକ ଏସ. ରାଜାମୌଲୀଙ୍କ ସିନେମା ‘ବାହୁବଳୀ’ ବକ୍ସ ଅଫିସରେ ତ ଧମାଲ କଲା ହିଁ ଏହା ବ୍ୟତୀତ କରନ୍ ଜୋହରଙ୍କ ଚାଟ୍ ଶୋରେ ଫିଲ୍ମର ମୁଖ୍ୟ ଅଭିନେତା ଓ ନିର୍ଦ୍ଦେଶକ ଉପସ୍ଥିତ ରହି ଶୋ’ କୁ ଜବରଦସ୍ତ କରିଦେଲେ । କରନଙ୍କ ଶୋ’ରେ ରାଜମୌଲୀ, ପ୍ରଭାସ ଓ ରାଣା ଦଗୁବତୀ ଅତିଥି ହୋଇ ପହଂଚିଥିଲେ ।…

ମୋଦିଙ୍କ ବେକରେ ଶୋଭାପାଇଲା ଖୋର୍ଦ୍ଧାର ଲାଲ୍ ଗାମୁଛା । ଜାଣନ୍ତୁ କିଏ ଦେଇଥିଲା ମୋଦିଙ୍କୁ ଏହି ଗାମୁଛା ?

କନକ ବ୍ୟୁରୋ :  ଓଡିଶାକୁ ୧୪୫୨୩ କୋଟି ଟଙ୍କାର ପ୍ୟାକେଜ ଦେଇ ଦିଲ୍ଲୀ ଫେରି ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦୁଇଟି କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ପୂର୍ବରୁ ବରୁଣେଇ ପାହାଡ ପାଦଦେଶେରେ ହୋଇଥିବା ଜନସଭାରେ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ବୀର ପାଇକ ମାନଙ୍କ…

ସାବଧାନ ! ଏହି ନକଲି ଆପ୍ କବଳରେ ଆସିସାରିଛନ୍ତି ୫୦ହଜାର ଲୋକ । ଗୁଗଲ ପ୍ଲେ-ଷ୍ଟୋରରେ ରହିଛି ଏହି ଆପ୍

ଗୁଗଲ ପ୍ଲେ-ଷ୍ଟୋରରେ ଆସିବା ଦିନରେ ନକଲି ଆଣ୍ଡ୍ରଏଡ ଆପ୍ ଥିବାର ଖବର ଆସୁଛି । ଲୋକଙ୍କୁ ଜଣା ବି ନଥାଏ ଓ ଲୋକମାନେ ନକଲି ଆପ୍ ନିଜ ଫୋନରେ ଡାଉନଲୋଡ କରୁଛନ୍ତି । ଏବେ ସିକ୍ୟୁରିଟି ଫର୍ମ କ୍ୱିକ୍ ହିଲ୍ ଟେକନୋଲୋଜି ନିଜର ଏକ ରିପୋର୍ଟରେ ଗୁଗଲ ପ୍ଲେ-ଷ୍ଟୋରରେ ମହଜୁଦ୍ ଥିବା ନକଲି ଆପ୍ ବିଷୟରେ…

ଏଣିକି ହେଲିକପ୍ଟରରେ ବସି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ! ଜାଣନ୍ତୁ, କେତେ ସମୟ ପାଇଁ…

ଗୁଜୁରାଟର ନର୍ମଦା ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ଉଦଘାଟନ ହେବାଦିନଠାରୁ ଚର୍ଚାରେ ରହିଆସିଛି । ଏହାକୁ ଦେଖିବାକୁ ଆସୁଥିବା ଦର୍ଶକ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । କିନ୍ତୁ ଏହି ଷ୍ଟାଚ୍ୟୁ ଅପ ୟୁନିଟିକୁ ଦର୍ଶକମାନେ ଏବେ ଏକ ଭିନ୍ନ ଉପାୟରେ…