Daily Archives

December 15, 2018

ଦେଶକୁ ବାର୍ତ୍ତା ଦେଉଛନ୍ତି ନବୀନ । ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନବୀନଙ୍କ ନୂଆ ଫର୍ମୁଲା ।

କନକ ବ୍ୟୁରୋ: ରାଜ୍ୟରେ ଧିରୋ ହ୍ରାସ ପାଉଛି ମାଓବାଦୀଙ୍କ ଆତଙ୍କ ରାଜ୍ । କାରଣ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ଆହ୍ୱାନ ଦେଉଛନ୍ତି ରାଜ୍ୟ ସରକାର । ହାତରୁ ବନ୍ଧୁକ ଓ ହିଂସାର ମାର୍ଗ ଛାଡ଼ି କିପରି ସମ୍ମାନ ସହ ଜୀବନ ବିତାଇବେ ସେନେଇ ସରକାର…

ସାବାଡ୍ ହେବେ ଉଦ୍ଧତ ପୁଅବୋହୂ ! ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ଆଣିଲେ ସରକାର, ବାପାମାଆଙ୍କର ଗୋଟିଏ ଅଭିଯୋଗରେ…

ବୃଦ୍ଧା ବାପା-ମାଆଙ୍କ ସେବାକୁ ସରକାର ବର୍ତ୍ତମାନ ଆଇନ ପରିସରର୍ଭୁକ୍ତ କରିଛନ୍ତି । ଯାହାଦ୍ୱାରା କୌଣସି ବି ବ୍ୟକ୍ତି ସରକାରଙ୍କ ଏହିଆଇନ ଆଖିରେ ଧୂଳି ଦେଇପାରିବେ ନାହିଁ । କାରଣ ବରିଷ୍ଠ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି , ଯାହା ଦ୍ୱାରା ବୃଦ୍ଧା…

ଡିପ୍ ଡିପ୍ରେସନର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ: ପ୍ରଭାବରେ ଓଡ଼ିଶାର ୬ଜିଲ୍ଲାରେ ପ୍ରବଳ ବର୍ଷା…

କନକ ବ୍ୟୁରୋ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଚେନ୍ନାଇଠାରୁ ୭୩୦ କିଲୋମିଟର ଦୂରରେ ରହିଥିବା ବେଳେ ମଛଲିପଟ୍ଟନମଠାରୁ ୯୩୦ କି.ମି. ଦୂରରେ ରହିଛି। ଏହା ପୂର୍ବ ଓ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା…

ଗୁଜୁରାଟରେ ଟଙ୍କା ବର୍ଷା! ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଉଡିଲା ପୁଳା ପୁଳା ଟଙ୍କା; ଲୋକେ କହିଲେ, ଏହା ଆମର ପରମ୍ପରା

ଗୁଜୁରାଟରେ ଟଙ୍କା ବର୍ଷା । ବିଶ୍ୱାସ ନହେଉଥିଲେ ଏଭଳି ଘଟଣା ସାମ୍ନାକୁ ଆସିଛି ଗୁଜୁରାଟର ନୱସାରି ଜିଲ୍ଳାର ଏକ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମରେ । ଷ୍ଟେଜ୍ ଉପରେ ଜଣେ ଲୋକଗାୟକ ସଂଗୀତ ପରିବେଷଣ କରୁଛନ୍ତି । ଆଉ ସ୍ୱରର ତାଳେ ତାଳେ ଟଙ୍କା ଉଡାଉଛନ୍ତି ସେଠାରେ ଉପସ୍ଥିତ ଥିବା ଜନତା । ସତେ…

ଟ୍ରାଫିକ୍ ନିୟମ ଭାଙ୍ଗିଲା ମୁଖ୍ୟମନ୍ତ୍ରୀଙ୍କ ଗାଡି । ଚାଲାଣ କଟାଗଲା କିନ୍ତୁ ନିଆଗଲାନି ଜରିମାନା

ରାସ୍ତାରେ ଗାଡି ଚଲାଇବାକୁ ହେଲେ ଚାଳକଙ୍କୁ ସର୍ବ ପ୍ରଥମେ ଟ୍ରାଫିକ୍ ନିୟମ ସଂପର୍କରେ ଜ୍ଞାନ ଥିବା ନିହାତି ଦରକାର । ଯାହାଦ୍ୱାରା ପରବର୍ତ୍ତି ସମୟରେ ତାଙ୍କୁ କୌଣସି ଅପ୍ରତିକର ପରିସ୍ଥିତିର ଯେପରି ସାମ୍ନା କରିବାକୁ ନପଡେ । ସେହିପରି ଟ୍ରାଫିକ୍ ନିୟମ ଭାଙ୍ଗିବା ଦ୍ୱାରା ଚାଲାଣ କଟାଯିବା ସହ…

ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି : ୨ ସପ୍ତାହ ମଧ୍ୟରେ ଜଳ ପ୍ରବାହ ନେଇ ଜବାବ ଦେବାକୁ ଛତିଶଗଡକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ମହାନଦୀ ଟ୍ରିବ୍ୟୁନାଲରେ ଆଜି ଜଳବିବାଦ ନେଇ ଦ୍ୱିତୀୟ ଶୁଣାଣି ହୋଇଛି । ୨ ସପ୍ତାହ ଭିତରେ ଅଣମୌସୁମୀର ଜଳପ୍ରବାହ ବାବଦରେ ଜବାବ ଦେବାକୁ ଛତିଶଗଡକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଏ ନେଇ ସତ୍ୟପାଠ ଜରିଆରେ ମହଲତ ମାଗିଛି ଛତିଶଗଡ । ମାମଲାର ପରବର୍ତୀ ଶୁଣାଣି ଫେବୃଆରୀ…