Daily Archives

December 15, 2018

ଈଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ବଲିଉଡ୍ କଳାକାର ଅତିଥିଙ୍କୁ ବାଢିଲେ ଖାଦ୍ୟ ! ଦେଖନ୍ତୁ ଭିଡିଓ ।

ଏବେ ଦେଶର ସବୁଠାରୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନିଙ୍କ ଝିଅ ଈଶା ଅମ୍ବାନିଙ୍କ ବାହାଘରର ଏକ ଭିଡିଓ ଦେଖିବାକୁ ମିଳୁଛି। ଏଥିରେ କେତେକ ବଲିଉଡ ଷ୍ଟାର୍ ଅତିଥିମାନଙ୍କୁ ଖାଦ୍ୟ ପରଷୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତା’ପରେ ଆଉ ଏକ ଭିଡିଓ ସାମ୍ନାକୁ…

ଶିକାରୀ ଆକ୍ରମଣରେ ହୋଇଛି ମହାବଳ ମହାବୀରର ମୃତ୍ୟୁ ! ପିସିସିଏଫକୁ ଚିଠି ଲେଖିଲା ଏନଟିସିଏ

କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟରେ ମହାବଳ ମହାବୀରକୁ ଶିକାରୀ ମାରିଛନ୍ତି । ଆଜି ପିସିସିଏଫକୁ ଏଭଳି ଚିଠି ଲେଖିଛନ୍ତି ଏନଟିସିଏ । ଏଥିରେ କୁହାଯାଇଛି ଯେ, ତଦନ୍ତବେଳେ ତଦନ୍ତକାରୀ ଅଧିକାରୀ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ…

ବିମାନରେ ବିସ୍ଫୋଟକ ଥିବା ନେଇ ଗୁଜବ ! ଏକ ଘଣ୍ଟା ଧରି ଅଟକି ରହିଲା ମୁମ୍ବାଇରୁ ଲକ୍ଷ୍ନୌ ଯିବାକୁ ଥିବା ବିମାନ ।  

ଆଜି ସକାଳେ ମୁମ୍ବାଇରୁ ଲଖନଉଁ ଯାଉଥିବା ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ବିମାନରେ ବିସ୍ଫୋଟକ ଥିବା ନେଇ ଧମକ ମିଳିବାରୁ ଏହାକୁ ଅବତରଣ କରାଯାଇଥିଲା । Bomb Threat Assessment Committee (BTAC) ବିସ୍ଫୋଟକ ଖୋଜିବାକୁ ମଧ୍ୟ ଚେଷ୍ଟା କରିଥିଲେ ।…

ଭାରତରେ ନୂଆ କରି ତିଆରି ହୋଇଥିବା ଟ୍ରେନ-୧୮ରେ ଯାତ୍ରା କରିବା ପାଇଁ ଇଚ୍ଛା ଅଛି କି? ତେବେ ଜାଣିରଖନ୍ତୁ ଏହି ଟ୍ରେନ…

କନକ ବ୍ୟୁରୋ : ଦେଶରେ ପ୍ରଥମକରି ଟ୍ରାକରେ ଦୌଡିବାକୁ ଥିବା ବିନା ଇଞ୍ଜିନ ରେଳ ନ୍ୟୁଜ-୧୮ ୨୫ ଡିସେମ୍ବରରେ ଦିଲ୍ଲୀ-ଭୋପାଳ ରାସ୍ତାରେ ଚଳାଚଳ କରିବ । ଇଣ୍ଟରସିଟି ଭାବରେ ଚଳାଚଳ କରିବା ପାଇଁ ଏହି ଟ୍ରେନ ନିର୍ମାଣ କରାଯାଇଛି । ତେବେ ଏହାର ଘଣ୍ଟାପ୍ରତି ବେଗ ୧୬୦ କମିରୁ ୧୮୦ କମି ମଧ୍ୟରେ ରହିବ…

କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଚିଲିକାରେ ଆତଙ୍କ ! ନଳବଣକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

କନକ ବ୍ୟୁରୋ : ପୁରୀ କୃଷ୍ଣପ୍ରସାଦ ବ୍ଲକରେ  ବାର୍ଡ ଫ୍ଲୁ ଚିହ୍ନଟ ପରେ  ଚିଲିକାରେ ଆତଙ୍କ ଖେଳିଯାଇଛି ।   ଚିଲିକା ନଳବଣରେ  ୬ ଭେଟନାରୀ ଟିମ ପହଚିଂ  ରକ୍ତ ନମୂନା ସଂଗ୍ରହ କରିଛନ୍ତି । ନଳବଣ ଭିତରକୁ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି  । ବିଦେଶାଗତ ପକ୍ଷୀଙ୍କର …

୬ ମାସ ଯାଏଁ କରନ୍ତୁ ନାହିଁ ମୋବାଇଲ ଫୋନର ବ୍ୟବହାର, କଂପାନୀ ତରଫରୁ ଦିଆଯିବ ୭୧ ଲକ୍ଷ ଟଙ୍କାର ପୁରସ୍କାର ! ଜାଣନ୍ତୁ…

ସ୍ମାର୍ଟଫୋନର ବ୍ୟବହାର ସାରା ଦୁନିଆରେ ଏବେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଏକ ବ୍ୟାଧି ଭଳି ପିଲାଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ମୋଟ ଉପରେ କହିବାକୁ ଗଲେ ସଭିଏଁ ମୋବାଇଲ ମାୟାରେ ବାୟା । ହେଲେ ଯଦି ଆପଣ ସ୍ମାର୍ଟଫୋନ…