Daily Archives

December 2, 2018

ସ୍ୱାର୍ଟସିଟି ଭୁବନେଶ୍ୱରର ଜମାଣିଆ ଚ୍ୟାଲେଞ୍ଜ । ବିଭିନ୍ନ କଳାକୃତି ସାମ୍ନାରେ ଜମ୍ପ୍ କରି ଫଟୋ ଛାଡନ୍ତୁ, ଆପଣଙ୍କୁ…

କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ରଙ୍ଗ ତୂଳୀର ସ୍ପର୍ଶରେ ସଜେଇ ହୋଇ ଯାଇଛି ରାଜଧାନୀର କାନ୍ଥବାଡ । କେବଳ କାନ୍ଥ ବାଡ ନୁହେଁ ଭୁବନେଶ୍ୱରରୁ ବିଶ୍ୱସ୍ତରୀୟ ସହରର ଲୁକ୍ ଦେବା ପାଇଁ ଏଲଇଡି ଲାଇଟ ସାଙ୍ଗକୁ ବିଭିନ୍ନ ପ୍ରକାର ଆର୍କଷଣୀୟ ପ୍ରତିମୂର୍ତ୍ତି…

ରାଜ୍ୟ ସରକାରଙ୍କୁ ତୃଣମୂଳସ୍ତରରେ ଘେରିବାକୁ କଂଗ୍ରେସର ରଣନୀତି । ଆସନ୍ତା ୬ ବସିବ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ।

କନକ ବ୍ୟୁରୋ: ତୃଣମୂଳସ୍ତରରେ ସ୍ଥିତି ମଜଭୁତ କରିବାକୁ କଂଗ୍ରେସର ପ୍ରୟାସ । ଆସନ୍ତା ୬ ତାରିଖ ଦିନ ପଞ୍ଚାୟତସ୍ତରରୁ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ କରିବ ରଣନୀତି । ପଞ୍ଚାୟତିରାଜ ବ୍ୟବସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ ଓ ଦୁର୍ବଳ କରିଥିବା…

ଏଣିକି ଜିକା ଭାଇରସର ଚିକିତ୍ସା ହେବ ସମ୍ଭବ : ୬ ଜିକା ଭାଇରସ୍ ଆଣ୍ଟିବଡି କରାଯାଇଛି ବିକସିତ

ଗତ କିଛି ମାସ ମଧ୍ୟରେ ରାଜସ୍ଥାନ ଓ ବିହାରର କେତେକ ସ୍ଥାନରେ ଜିକା ଭାଇରସର ଆତଙ୍କ ଦେଖାଯାଇଛି । ଜୟପୁରରେ ୨୨ରୁ ଅଧିକ ଲୋକଙ୍କ ମଧ୍ୟରେ ଜିକା ଭାଇରସ୍ ସଂକ୍ରମଣ ପାଇବାକୁ ମିଳିଛି । ଏପର୍ଯ୍ୟନ୍ତ ଭାଇରସର କୌଣସି ଟିକା ନଥିଲା ଏବଂ ନା କୌଣସି ଉପଚାର । ଏହି ସଂକ୍ରମଣରେ ପୀଡିତ ଲୋକଙ୍କ…

ରେଳବାଇରେ ବାହାରିଲା ନିଯୁକ୍ତି ସୁଯୋଗ : ଦଶମ ଶ୍ରେଣୀର ମାର୍କ ଆଧାରରେ ହେବ ସିଧାସଳଖ ଭର୍ତ୍ତି

ରେଳବାଇରେ ଚାକିରୀ କରିବାକୁ ଇଚ୍ଛା ରଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଉତ୍ତର-ପଶ୍ଚିମ ରେଳବାଇ ୨୦୯୦ ଆକ୍ଟ ଆପ୍ରେଣ୍ଟିସ୍ ପଦ ପାଇଁ ଆବେଦନ ପ୍ରକାଶ ପାଇଛି । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଦିଆଯାଇଥିବା ଫର୍ମାଟରେ ୩୦ ଡିସେମ୍ବର ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ୍ www.rrcjaipur.in…

ସୁନୀଲ ଅରୋରା ନୂଆ ମୁଖ୍ୟ ନିର୍ବାଚନ କମିଶନର : ପରିଚାଳନା କରିବେ ୨୦୧୯ ସାଧାରଣ ନିର୍ବାଚନ

କନକ ବ୍ୟୁରୋ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ନେଲେ ସୁନୀଲ ଆରୋରା । ଆଇଏଏସ୍ ଅଧିକାରୀ ସୁନୀଲ ଆରୋରା ୨୩ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ନେଇଛନ୍ତି । ତାଙ୍କୁ ଓପି ରାୱତଙ୍କ ସ୍ଥାନରେ ନୂଆ ଦାୟିତ୍ୱ ଦିଆଯାଇଛି । ଏବେ ଅରୋରାଙ୍କ ନେତୃତ୍ୱରେ ୨୦୧୯…

ଓଜନ ହ୍ରାସ,ରକ୍ତଚାପ ନିୟନ୍ତ୍ରଣ ଏବଂ ହୃଦରୋଗ ପାଇଁ ବହୁ ଉପକାରୀ ଏହି ଦ୍ରବ୍ୟ ! ପ୍ରତିଦିନ ଖାଇଲେ ନାନାଦି ରୋଗରୁ…

ଯଦି ଆପଣଙ୍କର ବ୍ଲଡ୍ ସୁଗାର୍ ନିୟନ୍ତ୍ରଣ , ଓଜନ ହ୍ରାସ ଏବଂ ହୃଦ୍ରୋଗର ନିଦାନପାଇଁ ଆବଶ୍ୟକ କିଛି ସାମଗ୍ରୀ ତେବେ ତାହା ହେଲା କ୍ରୋମିଅମ୍ । ଏହା ଏକ ପ୍ରକାରର ଧାତୁ, ଯାହାର ବ୍ୟବହାର ସାଧାରଣତଃ ଶିଳ୍ପ କ୍ଷେତ୍ରରେ ପରିଲକ୍ଷିତ ହୁଏ। କିନ୍ତୁ କ’ଣ ଜାଣନ୍ତି କି ଆମ ଶରୀର ପାଇଁ ବି ଏହାର…