Daily Archives

December 2, 2018

ଯୋଗୀ ସରକାରଙ୍କ ନିଷ୍ପତ୍ତି : ପ୍ରୟାଗରାଜରେ ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ହୋଇପାରିବନି କୌଣସି ବିବାହ

ତୀଥରାଜ ପ୍ରୟାଗରାଜରେ ଆସନ୍ତା ବର୍ଷ ୨୦୧୯ରେ ହେବାକୁ ଥିବା କୁମ୍ଭ ମେଳା ସମୟରେ ଯୋଗୀ ସରକାର ପ୍ରମୁଖ ସ୍ନାନଗୁଡିକୁ ଧ୍ୟାନରେ ରଖି ବିବାହ ଉପରେ ରୋକ ଲଗାଇଦେଇଛନ୍ତି । ଉତ୍ତରପ୍ରଦେଶର ପ୍ରୟାଗରାଜ ବାସିନ୍ଦା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଆସନ୍ତା ଜାନୁଆରିରୁ ବାହା ତିଥି ଥିବାବେଳେ ପୂର୍ବରୁ…

ଆୟକର ବିଭାଗର ବଡ ରେଡ୍ । ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ, ୧ ମାସ ହେଲାଣି ଟଙ୍କା ଗଣୁଛନ୍ତି ଆୟକର ବିଭାଗର ଅଫିସର

ଛୋଟିଆ ସାବୁନ ଦୋକାନ ପାଲଟିଲା ଆୟକର ବିଭାଗର ଘର । ଦୀର୍ଘ ଏକମାସ ଧରି ଆୟକର ବିଭାଗର ଅଧିକାରୀ ମାନେ ସାବୁନ ଦୋକାନକୁ ନିଜର ଘର ବନାଇ ସାରିଛନ୍ତି । ସେହି ଛୋଟିଆ ଘରେ ଖାଇବା, ଶୋଇବା ଠାରୁ ଆରମ୍ଭ କରି ରାତିଦିନ ପାଳି କରି ରହୁଛନ୍ତି । ତେବେ ଏହି ଛୋଟିଆ ଦୋକାନକୁ ଆୟକର ବିଭାଗ ଘର ବନାଇବା…

ବିଦ୍ୟାଳୟ ଭିତରରେ ଚାଲିଥିଲା କ୍ଲାସ୍ ! ହଠାତ୍ ଘଟିଗଲା ଅଘଟଣ,ଚାଲିଗଲା ଜଣଙ୍କ ଜୀବନ ।

ମଧ୍ୟପ୍ରଦେଶର ଦେବାସ୍ ଜିଲ୍ଲାରେ ଏକ ଅନିୟନ୍ତ୍ରିତ ଟ୍ରାକ୍ଟର ସରକାରୀ ସ୍କୁଲ କ୍ଲାସର କାନ୍ଥ ଭାଙ୍ଗି କୋଠରୀ ଭିତରକୁ ପଶି ଆସିଥିଲା । ତେବେ ଏହି ଘଟଣାରେ ତୃତୀୟ ଶ୍ରେଣୀର ୪ ଜଣ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ଛାତ୍ର ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଡ୍ରାଇଭରର…

ସରକାରଙ୍କ ନଜରରେ ରହିବ ସେଲଟର ହୋମ୍ । ପଂଜୀକୃତ ଓ ଅଣ ପଂଜୀକୃତ ଅନୁଷ୍ଠାନ ଉପରେ ହେବ ନିୟମିତ ତଦାରଖ

କନକ ବ୍ୟୁରୋ: ସେଲଟର ହୋମ ଉପରେ ଏଣିକି କଡା ନଜର ରଖିବେ ରାଜ୍ୟ ସରକାର । ପଂଜୀକୃତ ଓ ଅଣ ପଂଜୀକୃତ ଅ୍ରନୁଷ୍ଠାନ ଉପରେ ନିୟମିତ ତଦାରଖ- ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ପଂଜୀକୃତ ହୋଇନଥିବା ଏବଂ ପଂଜୀକରଣ ହୋଇ ଚାଲୁନଥିବା ସମସ୍ତ ସେଲଟର ହୋମ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହିଳା…

ମାତ୍ର ୬୩୧ ଟଙ୍କା ଦାମରେ କିଣନ୍ତୁ ୬୪ ଶହ ଟଙ୍କାର ଔଷଧ । ଜାଣନ୍ତୁ କେଉଁଠାରେ ମିଳୁଛି ଏପରି ରିହାତି

କନକ ବ୍ୟୁରୋ : ବର୍ତମାନ ସମୟରେ ସାରା ଦେଶରେ ଔଷଧ ଖାଉଥିବା ଲୋକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ନିଜର ଚିକିତ୍ସା ପାଇଁ ରୋଗୀମାନେ ଔଷଧ ଖାଉଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ବଜାରରେ ବିକ୍ରି ହେଉଥିବା ମେଡିସିନର ଦାମ ମଧ୍ୟ ବହୁ ଅଧିକ ରହିଛି । ତେଣୁ ଲୋକମାନେ ଅଧିକ ଦାମର…

ଇଂରାଜୀରେ ଲେଖା ହୋଇଥିବା କୋର୍ଟର ଅର୍ଡରକୁ ଗିରଫ ୱାରେଣ୍ଟ ଭାବି ନେଲା ପୁଲିସ୍, ନିର୍ଦ୍ଦୋଷ ଯୁବକଙ୍କୁ କଲା ଗିରଫ

ଏହାକୁ ପୁଲିସର ଦାଦାଗିରି କହିବା, ଆଇନ ଉପରେ ଅଜ୍ଞାନତା କିମ୍ବା ଇଂରାଜୀରେ ଅଜ୍ଞାନତା କହିବା । ବିହାର ପୁଲିସ୍ ଇଂରାଜୀରେ ଲେଖାଥିବା କୋର୍ଟର ଆଦେଶକୁ ଗିରଫ ୱାରେଣ୍ଟ ଭାବି ନେଇଛି । ଏହି ମାମଲାଟି ବିହାରର ଜହାନାବାଦ ଜିଲ୍ଲାର, ଯେଉଁଠି ପୁଲିସ୍ ଜଣେ ନିର୍ଦ୍ଦୋଷୀକୁ କେବଳ ଗିରଫ କରିନି ବରଂ…