ବିଜେପି କେବେଳ ୱାନ ଡିରେ ବିଶ୍ୱାସ କରୁଥିବାବେଳେ କଂଗ୍ରେସ ଥ୍ରୀଡି’ରେ ବିଶ୍ୱାସ କରେ ! କ’ଣ ରହିଛି ଭେଙ୍କେୟା ନାଇଡୁଙ୍କ କଥାର ତାତ୍ପର୍ଯ୍ୟ

23

କନକ ବ୍ୟୁରୋ : କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ । ବିଜେପି କେବେଳ ୱାନ ଡିରେ ବିଶ୍ୱାସ କରୁଥିବାବେଳେ କଂଗ୍ରେସ ଥ୍ରୀଡି’ ରେ ବିଶ୍ୱାସ କରେ ବୋଲି କହିଛନ୍ତି ଭେଙ୍କେୟା । ବିଜେପି ପାଇଁ ଡି’ର ମାନେ ଡେଭଲପମେଂଟ ହୋଇଥିବାବେଳେ କଂଗ୍ରେସର ଥ୍ରୀଡି’ ହେଉଛି ଡିଫେମ୍, ଡିସିଇନଫର୍ମଡିସରବ ବୋଲି କହିଛନ୍ତି ଭେଙ୍କେୟା । ୫୦ବର୍ଷର ଶାସନରେ କଂଗ୍ରେସ ଚାଷୀ ମାରଣ ନୀତି କରିଛି ।