ପୁରୀରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ : ଜଗନ୍ନାଥଙ୍କ ଦର୍ଶନ ପରେ ଆସିବେ ଭୁବନେଶ୍ୱର

23

କନକ ବ୍ୟୁରୋ : ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ବୈଠକ ପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି ଦଳର ହେଭିୱେଟ ନେତା । ଏତିକି ବେଳେ ପୁରୀରେ ପହଂଚିଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ । ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ ପରେ ଭୁବନେଶ୍ୱର ଆସିବେ ଉମା ଭରତୀ । ତେବେ ଆଜି ସକାଳୁ ସକାଳୁ କେନ୍ଦ୍ରମନ୍ତ୍ରୀ ପୁରୀରେ ପହଂଚିଥିଲେ । ସେ ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ବିଜେପି କାର୍ଯ୍ୟକାରିଣୀ ଯୋଗଦେବା ପାଇଁ ଭୁବନେଶ୍ୱର ଆସିବେ ।

ଦେଖନ୍ତୁ ଏହି ଭିଡିଓ –