ଚାଲିପାରୁନି ବିଧାନସଭା : ଆଜି ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା

25

କନକ ବ୍ୟୁରୋ : ଚାଲିପାରୁନି ବିଧାନସଭା । ଆଜି ବି ଗୃହ ଆରମ୍ଭରୁ  ବିରୋଧୀଙ୍କ ହୋହାଲ୍ଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବି ଓ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ହଟ୍ଟଗୋଳ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହୋହାଲା କରିବା ଫଳରେ ବାଚସ୍ପତି ଗୃହକୁ ଘଂଟାଏ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –