ସୁଙ୍କି ବିସ୍ଫୋରଣରେ ୨ ମାଓ ସଂଗଠନ ହାତ ସନ୍ଦେହ ! କ୍ରାଇମବ୍ରାଂଚ ଖୋଳତାଡ କରୁଛି ବୋଲି ସୂଚନା ଦେଲେ ଡିଜିପି

32

କନକ ବ୍ୟୁରୋ : ସୁଙ୍କି ବିସ୍ଫୋରଣ ଘଟଣା ପଛରେ ୨ ମାଓ ସଂଗଠନର ସମ୍ପୃକ୍ତି । ସୁଙ୍କି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ୨ ମାଓ ସଂଗଠନର ହାତ ଥିବା ସନ୍ଦେହ କରାଯାଉଥିବା ଡିଜିପି ସୂଚନା ଦେଇଛନ୍ତି । ପଟାଙ୍ଗୀ ଓ ନାରାୟଣପାଟଣାର ୨ଟି ମାଓ ସଂଗଠନ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି । ଏବଂ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।