ଜିଏସଟି ଲାଗୁ ହେବା ପରେ କଣ ହେବ ଶସ୍ତା ଓ କଣ ହେବ ମହଙ୍ଗା

86

କମିବ

ଖାଇବା ସାମଗ୍ରୀ

ଦୁଗ୍ଧ ପାଉଡ଼ର, ଦହି, ବଟର ମିଲ୍କ, ଛେନା, ମସଲା, ଚା’, ଗହମ, ଚାଉଳ, ଅଟା, ବାଦାମ ତେଲ, ତାଳ ତେଲ, ସୂର୍ୟ୍ୟମୁଖୀ ତେଲ, ନଡ଼ିଆ ତେଲ, ସୋରିଷ ତେଲ, ଚିନି, ଗୁଡ଼, ପାସ୍ତା, ମାକାରୋନି, ସ୍ପେଗେଟି, ନୁଡ଼ୁଲ୍ସ, ଫଳ ଓ ପନିପରିବା, ଆଚାର, ଚଟଣି, ସସ୍, ଇନଷ୍ଟାଣ୍ଟ ଫୁଡ୍ ମିକ୍ସ, ମିନେରାଲ ଓ୍ଵାଟର, ଖଣ୍ଡସରି, ବିସ୍କୁଟ, ବେକିଂ ପାଉଡ଼ର, କାଜୁ ବାଦାମ ।

ନିତ୍ୟ ବ୍ୟବହୃତ ସାମଗ୍ରୀ ଗାଧୁଆ

ସାବୁନ, କେଶ ତେଲ, ଡିଟରଜେଣ୍ଟ ପାଉଡ଼ର, ସାବୁନ, ଟିସୁ ପେପର, ନାପକିନ୍, ଡିଆସିଲି କାଠି, ମହମବତି, କୋଇଲା, କିରାସିନ୍, ଏଲପିଜି ଗ୍ୟାସ୍, ଚାମଚ, ଦାନ୍ତଘଷା ପେଷ୍ଟ ଓ ପାଉଡର, ଏଲପିଜି ଷ୍ଟୋଭ, ପ୍ଲାଷ୍ଟିକ ତାରପୋଲିନ୍ ।

ଷ୍ଟେସନାରି ସାମଗ୍ରୀ

ନୋଟ୍ ବୁକ୍, ପେନ୍, ସବୁ ପ୍ରକାର କାଗଜ, ଗ୍ରାଫ ପେପର, ସ୍କୁଲ ବ୍ୟାଗ, ବାୟାମ ପୁସ୍ତିକା, ଡ୍ରଇଂ ଓ କଲରିଂ ବୁକ୍, ପାର୍ଚମେଣ୍ଟ ପେପର, କାର୍ବନ ପେପର, ପ୍ରିଣ୍ଟର ।

ସ୍ୱାସ୍ଥ୍ୟସେବା

ଇନସୁଲିନ୍, ମେଡିକାଲ ବ୍ୟବହାର ପାଇଁ ଏକ୍ସରେ ଫିଲ୍ମ, ଡାଇଗ୍ନୋଷ୍ଟିକ୍ କିଟ୍, ପାଓ୍ଵାର ଚଷମା, ମଧୁମେହ ଓ କର୍କଟ ରୋଗର ଔଷଧ ।

ପୋଷାକପତ୍ର

ସିଲ୍କ ପୋଷାକ, ଉଲ୍ ପୋଷାକ, ଖଦୀ, ସୂତା, ଗାନ୍ଧୀ ଟୋପି, ୫୦୦ ଟଙ୍କାରୁ କମ୍ ମୂଲ୍ୟର ଜୋତା, ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ପୋଷାକ ।

ଅନ୍ୟାନ୍ୟ

୧୫ ଏଚପିରୁ କମ୍ କ୍ଷମତାର ଡିଜେଲ ଇଂଜିନ୍, ଟ୍ରାକ୍ଟର ପଛ ଚକର ଟାୟାର ଓ ଟ୍ୟୁବ୍, ଓଜନ ମେସିନ, ୟୁପିଏସ୍, ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର, ହେଲମେଟ, ବାଣ ଓ ବିସ୍ଫୋରକ, ଲୁବ୍ରିକାଣ୍ଟ, ବାଇକ୍, ୧୦୦ ଟଙ୍କାରୁ କମ୍ ମୂଲ୍ୟର ସିନେମା ଟିକଟ, ଗୁଡ଼ି, ବିଳାସପୂର୍ଣ୍ଣ କାର, ମୋଟରସାଇକଲ୍, ସ୍କୁଟର, ଇକୋନୋମି ବର୍ଗର ବିମାନ ଟିକଟ, ୭୫୦୦ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ଭଡ଼ା, ସିମେଣ୍ଟ, ଫ୍ଲାଏ ଆସ୍ ଇଟା ।

ବଢ଼ିବ

ପନିର, କଫି, କର୍ଣ୍ଣ ଫ୍ଲେକ୍ସ, ମସଲା ପାଉଡ଼ର, ଆୟୁର୍ବେଦ ଔଷଧ, ପଞ୍ଚତାରକା ହୋଟେଲ ଓ ରେସ୍ତୋରାଁ ଭିତରେ ଖାଇବା, ରେସ୍ତୋରାଁରେ ଖାଇବା, ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକଟ, କନସର୍ଟ, ଆଇପିଏଲ୍ ମ୍ୟାଚ୍, ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ, ସାମ୍ପୁ, ପର୍ଫ୍ୟୁମ୍, ଏସି ଓ ପ୍ରଥମ ଶ୍ରେଣୀ ରେଳ ଟିକଟ, ବିଜନେସ୍ ଶ୍ରେଣୀ ବିମାନ ଟିକଟ, ଏସି, ଫ୍ରିଜ୍, ଓ୍ଵାସିଂମେସିନ୍, ଟିଭି, କୋରିଅର ସେବା, ମୋବାଇଲ ଫୋନ୍ ଶୁଳ୍କ, ବୀମା ପ୍ରିମିୟମ, ବ୍ୟାଙ୍କ ଶୁଳ୍କ, ବ୍ରଡବ୍ୟାଣ୍ଡ ସେବା, କ୍ରେଡିଟ୍ କାର୍ଡ ବିଲ୍, ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତା ଯୁକ୍ତ ବାଇକ୍, କ୍ଷୁଦ୍ର ଓ ମଧ୍ୟମ ଧରଣର କାର, ଏସୟୁଭି, ମାଛଧରା ଜାଲ, ସ୍ମାର୍ଟଫୋନ୍, ଲାପ୍ଟପ୍, ଡେସ୍କଟପ୍, ଯୋଗ ମ୍ୟାଟ, ଫିଟନେଟ୍ ଉପକରଣ, ମୃଦୁପାନୀୟ, ସିଗାରେଟ, ତମାଖୁ, ଆଲକହଲ ଥିବା ଡ୍ରିଙ୍କ୍, ବିଳାସପୂର୍ଣ୍ଣ ସାମଗ୍ରୀ ।