ସନାତନ ମହାକୂଡଙ୍କ ବୋହୂ ବିବାଦ ମାମଲା : ତଦନ୍ତରୁ ମିଳିଲା ବହୁ ଚାଂଚଲ୍ୟକର ତଥ୍ୟ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସନାତନ ମହାକୂଡ ବୋହୂ ବିବାଦ ମାମଲାରେ ପୁଲିସକୁ ମିଳିଲା ଚାଂଚଲ୍ୟକର ତଥ୍ୟା । କବିତାଙ୍କ ଝିଅ ପ୍ରମାଣ ପତ୍ରରେ ପଙ୍କଜ ମହାକୁଡଙ୍କ ନାଁ ଉଲ୍ଲେଖ ଥିବା ଭୁବନେଶ୍ୱର ମହିଳା ଥାନା ପୁଲିସ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ଜନ୍ମ ପ୍ରମାଣ ପତ୍ରରେ ପଂକଜ ମହାକୁଡ ତାଙ୍କ ବାପା ବୋଲି ନାଁ ରହିଛି । ମାଲାକାନଗିରିରେ ତଦନ୍ତ ସାରି ଫେରିବା ପରେ କମିସନରେଟ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ କବିତା ମହାକୁଡ ଓ ପଂକଜ ମହାକୁଡ ରହୁଥିବା ଘରର ମାଲିକଙ୍କ ବୟାନ ରେକର୍ଡ କରିଛି ପୁଲିସ ।

ଏହା ସହ ପପୁଙ୍କ ପୋଲ ଖୋଲ୍ : ଅଭିନେତ୍ରୀଙ୍କ ସାଙ୍ଘାତିକ୍ ଅଭିଯୋଗ