ମାଲକାନଗିରି ରାମାଗୁଡା ଗାଁରେ ମାଓ ଆତଙ୍କ ! ଚିତେକୋଣ୍ଡାରେ ଆଶ୍ରୟ ନେଲେ ୮ ପରିବାରର ୨୪ ଜଣ

26

କନକ ବ୍ୟୁରୋ: ମାଲକାନଗିରି ରାମାଗୁଡା ଗାଁରେ ମାଓ ଆତଙ୍କ । ମାଓ ଭୟରେ ୮ ପରିବାରର ୨୪ ଜଣ ସଦସ୍ୟ ଘର ଛାଡିଛନ୍ତି । ଚିତେକୋଣ୍ଡାରେ ଆଶ୍ରୟ ନେଇଛନ୍ତି ଏହି ପରିବାର । ନକ୍ସଲଙ୍କ ନିର୍ଯାତନା ଯୋଗୁ ଏମାନେ ଗାଁ ଛାଡିଥିବା ଅଭିଯୋଗ କରିଛନ୍ତି । ଗତ ଅକ୍ଟୋବର ୨୪ରେ ରାମାଗୁଡା ଏନକାଉଂଟର ପରେ ମାଓବାଦୀମାନେ ପୁଲିସ ଇନଫରମର ସନ୍ଦେହରେ ଲୋକଙ୍କୁ ତଡୁଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –